www.samajalive.in
Sunday, December 7, 2025
26.1 C
Bhubaneswar

ଲତାଙ୍କୁ ଜନ୍ମଦିନରେ ଏହି ବଡ଼ ଉପହାର ଦେବେ ମୋଦୀ ସରକାର!

ନୂଆଦିଲ୍ଲୀ : କୋକିଳ କଣ୍ଠି ଲତା ମଙ୍ଗେସକରଙ୍କୁ ତାଙ୍କ ୯୦ ତମ ଜନ୍ମ ଦିବସରେ ଭାରତ ସରକାର ଏକ ବିଶେଷ ସମ୍ମାନରେ ସମ୍ମାନିତ କରିବେ। ଆସନ୍ତା ୨୮ ତାରିଖ ଲତାଙ୍କ ଜନ୍ମଦିନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ‘ଡଟର ଅଫ୍‍ ଦି ନେଶନ୍‍’ ସମ୍ମାନରେ ସମ୍ମାନିତ କରିବେ ବୋଲି ସୂଚନା ମିଳିଛି। ସାତ ଦଶକ ଧରି ଭାରତୀୟ ସଙ୍ଗୀତ କ୍ଷେତ୍ରରେ ଲତାଙ୍କର ବଳିଷ୍ଠ ଯୋଗଦାନ ପାଇଁ ଭାରତ ସରକାର ତାଙ୍କୁ ଏହି ବିଶେଷ ସମ୍ମାନ ପ୍ରଦାନ କରିପାରନ୍ତି।

ସୂଚନା ଅନୁସାରେ, ଗୀତିକାର ପ୍ରସୁନ ଜୋଶୀ ଏହି ଖାସ୍‍ ଅବସର ପାଇଁ ଏକ ଗୀତ ମଧ୍ୟ ଲେଖିଛନ୍ତି। ସରକାରଙ୍କ ନିକଟତମ ସୂତ୍ରରୁ ପ୍ରକାଶ ଯେ, ‘ମୋଦୀ ହେଉଛନ୍ତି ଲତା ମଙ୍ଗେସକରଙ୍କ କଣ୍ଠର ପ୍ରଶଂସକ। ଲତା ଦେଶର ସ୍ୱରର ପ୍ରତିନିଧିତ୍ୱ କରନ୍ତି। ତାଙ୍କୁ ସମ୍ମାନିତ କରିବା ଦେଶର ଝିଅକୁ ସମ୍ମାନିତ କରିବା ସହ ସମାନ। ତେଣୁ ଲତାଙ୍କୁ ବିଧିବଦ୍ଧ ଭାବେ ଦେଶର ପୁତ୍ରୀ ଟାଇଟଲରେ ସମ୍ମାନିତ କରାଯିବ’।

Hot this week

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

Related Articles

Popular Categories