www.samajalive.in
Saturday, December 6, 2025
14.1 C
Bhubaneswar

୧୨ ବର୍ଷ ପରେ କୁବେର ଯୋଗ; ୨୦୨୫ ପର୍ଯ୍ୟନ୍ତ ଏହି ରାଶିଙ୍କ ଉପରେ ହେବ ଧନବର୍ଷା..

ଦେବ ଗୁରୁ ବୃହସ୍ପତି ୧ ମେ’ରେ ବୃଷ ରାଶିରେ ପ୍ରବେଶ କରିଥିଲେ ଓ ୧୩ ମେ’ ୨୦୨୫ ପର୍ଯ୍ୟନ୍ତ ଏହି ରାଶିରେ ରହିବେ। ବୃହସ୍ପତି ଏଠାରେ କୁବେର ଯୋଗ ସୃଷ୍ଟି କରୁଛନ୍ତି।
ଜାତକରେ ୨ୟ ତଥା ୧୧ ଭାଗରେ ସ୍ୱାମୀ ନିଜ ରାଶି କିମ୍ବା ଉଚ୍ଚ ରାଶିରେ ରହିଲେ କିମ୍ବା ୨ୟ ୧୧ ଭାଗରେ ସ୍ୱାମୀଙ୍କ ମଧ୍ୟରେ ପରସ୍ପର ମଧ୍ୟରେ ରାଶି ବିନିମୟ ହେବା ଦ୍ୱାରା କୁବେର ଯୋଗ ସୃଷ୍ଟି ହୋଇଥାଏ।
ଜାତକରେ କୁବେର ଯୋଗ ସୃଷ୍ଟି ହେବା ଦ୍ୱାରା ଧନ, ବୈଭବ ବୃଦ୍ଧି ପାଇଥାଏ। ଗୁରୁଙ୍କ କୃପାରୁ ସୃଷ୍ଟି ହୋଇଥିବା କୁବେର ଯୋଗ ୩ ରାଶି ବ୍ୟକ୍ତି ବିଶେଷଙ୍କ ପାଇଁ ଶୁଭଙ୍କର। ଏହି ରାଶି ମାନଙ୍କୁ ୨୦୨୫ ପର୍ଯ୍ୟନ୍ତ ଧନ ଲାଭ ହେବ।

ଦୁନିଆର ସବୁଠାରୁ ମହଙ୍ଗା ଖାଦ୍ୟ; ସୁନାରେ ହୁଏ ତିଆରି, ଦାମ୍ ଲକ୍ଷ ଲକ୍ଷ ଟଙ୍କା..

- Advertisement -

ମେଷ – ଏହି ରାଶି ବ୍ୟକ୍ତି ବିଶେଷଙ୍କ ଭାଗ୍ୟରେ ଶୁଭ ପରିବର୍ତ୍ତନ ହେବ। ଆର୍ଥିକ ସ୍ଥିତିରେ ପରିବର୍ତ୍ତନ ହେବ। ହଠାତ୍ ଧନ ପ୍ରାପ୍ତି ହେବ। ଖର୍ଚ୍ଚ କମ୍ ହେବ। ଚାକିରି କରୁଥିବା ବ୍ୟକ୍ତି ବିଶେଷଙ୍କୁ କର୍ମକ୍ଷେତ୍ରରେ ଖୁବ୍ ଲାଭ ମିଳିବ। ପଦନ୍ନୋତି ହେବାର ଯୋଗ ରହିଛି। ଆୟର ନୂଆ ରାସ୍ତା ସାମ୍ନାକୁ ଆସିବ। ନିବେଶ ପାଇଁ ଉତ୍ତମ ସମୟ।

ଦାନ୍ତ ଉପରେ ବି ପଡେ ଗ୍ରହଙ୍କ ପ୍ରଭାବ; ଜାଣନ୍ତୁ ରାଶି ଅନୁଯାୟୀ ବ୍ରଶର ରଙ୍ଗ..

ସିଂହ – ଆପଣଙ୍କ ପାଇଁ ସୁଖର ଦିନ ଆରମ୍ଭ ହେବ। ପରିଶ୍ରମର ଉତ୍ତମ ଫଳ ପ୍ରାପ୍ତି ହେବ। କର୍ମକ୍ଷେତ୍ରରେ ପଦନ୍ନୋତି ସହ ମାନ-ସମ୍ମାନ ବୃଦ୍ଧି ହେବ। ଧନସମ୍ପତ୍ତି ଓ ଉନ୍ନତି ପାଇଁ ନୂଆ ସୁଯୋଗ ମିଳିବ। ବ୍ୟବସାୟୀ ଲାଭବାନ୍ ହେବେ। ଘରେ ସୁଖସମୃଦ୍ଧି ବୃଦ୍ଧି ପାଇବ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories