ଦୁନିଆର ସବୁଠାରୁ ମହଙ୍ଗା ଖାଦ୍ୟ; ସୁନାରେ ହୁଏ ତିଆରି, ଦାମ୍ ଲକ୍ଷ ଲକ୍ଷ ଟଙ୍କା..

ସୁନାର ଦାମ୍ ଦିନକୁ ଦିନ ବଢି ଚାଲିଛି। ଏହା ସମସ୍ତଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛି। ମାତ୍ର ଆପଣ କେବେ ସୁନାର ସ୍ୱାଦ ଚାଖିଛନ୍ତି କି? ଦୁନିଆରେ ଏପରି କିଛି ସୁସ୍ୱାଦୁ ଖାଦ୍ୟ ପ୍ରସ୍ତୁତ କରାଯାଏ, ଯେଉଁଥିରେ ଖାଇବା ପାଇଁ ଉପଯୋଗୀ ଥିବା ସୁନା ବ୍ୟବହାର କରାଯାଏ। ମାତ୍ର ଏହା ଖୁବ୍ ମହଙ୍ଗା। ତେବେ ଜାଣନ୍ତୁ ଦୁନିଆର ଏଭଳି ୫ଟି ସୁସ୍ୱାଦୁ ଭୋଜନ ବିଷୟରେ ଯାହା ଖୁବ୍ ମହଙ୍ଗା। ଏଥିରେ ସୁନା ବ୍ୟବହାର କରାଯାଏ। ଥାଇଲାଣ୍ଡ ଏକ … Continue reading ଦୁନିଆର ସବୁଠାରୁ ମହଙ୍ଗା ଖାଦ୍ୟ; ସୁନାରେ ହୁଏ ତିଆରି, ଦାମ୍ ଲକ୍ଷ ଲକ୍ଷ ଟଙ୍କା..