ଦାନ୍ତ ଉପରେ ବି ପଡେ ଗ୍ରହଙ୍କ ପ୍ରଭାବ; ଜାଣନ୍ତୁ ରାଶି ଅନୁଯାୟୀ ବ୍ରଶର ରଙ୍ଗ..

ସୁନ୍ଦର ଓ ଆକର୍ଷଣ ଦେଖାଯିବା ପାଇଁ ରୂପ ରଙ୍ଗର ମହତ୍ତ୍ୱ ଯେପରି ରହିଛି, ଦାନ୍ତର ମଧ୍ୟ ରହିଛି। କାରଣ ଦାନ୍ତ କାରଣରୁ ଅନେକ ସମୟରେ ସୌନ୍ଦର୍ଯ୍ୟ ଉପରେ ପ୍ରଭାବ ପଡିଥାଏ। ତେବେ ଅନେକ ସମୟରେ ଦେଖିଥିବେ ଅନେକ ଯତ୍ନ ନେବା ପରେ ମଧ୍ୟ ଦାନ୍ତ ଜନିତ ସମସ୍ୟା ଯେପରି ଦାନ୍ତରେ ଦାଗ, ଯନ୍ତ୍ରଣା ସହ କେତେକ ରୋଗ ମଧ୍ୟ ସୃଷ୍ଟି ହୋଇଥାଏ। ଏସବୁ ପାଇଁ ନିଜର ଦାୟିତ୍ୱସହ ଗ୍ରହଙ୍କ ପ୍ରଭାବ ମଧ୍ୟ ରହିଛି। ଜାତକର ୨ୟ ଭାଗରେ … Continue reading ଦାନ୍ତ ଉପରେ ବି ପଡେ ଗ୍ରହଙ୍କ ପ୍ରଭାବ; ଜାଣନ୍ତୁ ରାଶି ଅନୁଯାୟୀ ବ୍ରଶର ରଙ୍ଗ..