www.samajalive.in
Monday, December 15, 2025
16.1 C
Bhubaneswar

ବଡଭାଇର ଟାଙ୍ଗିଆ ଚୋଟରେ ସାନଭାଇର ହତ୍ୟା ଘଟଣାରେ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ

କଣ୍ଟାବାଞ୍ଜି: କଣ୍ଟାବାଞ୍ଜି ଥାନା ଅନ୍ତର୍ଗତ ବାହାରେନ ସିଲେଟ ଗ୍ରାମରେ ଗତ ୨୦୧୯ ନଭେମ୍ବର ମାସରେ ପୈତୃକ ସମ୍ପତି ଘରବାଡ଼ି, ଜମି ଭାଗ ବଣ୍ଟାକୁ କେନ୍ଦ୍ର ମା ପେଟରୁ ଜନ୍ମିତ ବଡ଼ ଭାଇ ଶରତ ମାଝୀଙ୍କ ଟାଙ୍ଗିଆ ଚୋଟରେ ସାନଭାଇ ଦେବସିଂ ମାଝୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ଏହି ଘଟଣାରେ କଣ୍ଟାବାଞ୍ଜି ପୁଲିସ ଶରତ ମାଝୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରଥିଲେ। ତଳୁ ଉପର କୋର୍ଟ ପର୍ଯ୍ୟନ୍ତ ଜାମିନ ନମିଳିବାରୁ ଅଭିଯୁକ୍ତ ଶରତ ମାଝୀ ବିଚାର ବିଭାଗୀୟ ହାଜତରେ ଥାଇ ମାମଲାର ବିଚାର ପ୍ରକ୍ରିୟା ଚାଲୁଥିଲା। କଣ୍ଟାବାଞ୍ଜି ଅତିରିକ୍ତ ଜିଲ୍ଲା ଦୌରା ଜଜ ହିମାଂଶୁ ଶେଖର ମଲିକ ଆଜି ଅଭିଯୁକ୍ତ ବଡଭାଇ ଶରତ ମାଝୀଙ୍କୁ ହତ୍ୟା କରିଥିବା ମାମଲାର ବିଚାର କରି ଆଜି ଆଜୀବନ କାରା ଦଣ୍ଡରେ ଦଣ୍ଡିତ କରିବା ସହ ୨୦ ହଜାର ଟଙ୍କା ଜୋରିମାନା ରାଶି କୋର୍ଟରେ ଦଖଲ ପାଇଁ ରାୟ ଶୁଣାଇଛନ୍ତି।

Hot this week

ପ୍ରେମରେ ବିଫଳ ପ୍ରେମିକର ଉନ୍ମତକାଣ୍ଡ: ପ୍ରେମିକା ସହ ନିଜ ବେକ କାଟିଦେଲା

ଫୁଲବାଣୀ: ପ୍ରେମରେ ବିଫଳ ହେବାପରେ ପ୍ରେମିକ ଘଟାଇଛି ଉନ୍ମତ୍ତକାଣ୍ଡ। ଛୁରିରେ ପ୍ରେମିକା...

ନାବାଳିକା ଝିଅକୁ ମା’ର ବଳି ଉଦ୍ୟମ !

ଜୟପୁର: କୋରାପୁଟ ଜିଲା ଜୟପୁର ଜଳସେଚନ କଲୋନୀ ତଳି ଅଞ୍ଚଳରେ ନାବାଳିକା...

ଆଜି ବି ୬,୭୦୪ ଗାଁକୁ ରାସ୍ତା ନାହିଁ

ଭୁବନେଶ୍ବର: ଦେଶ ସ୍ବାଧୀନତାର ୭୭ବର୍ଷ ପରେ ବି ରାଜ୍ୟର ୬,୭୦୪ଟି ଗାଁକୁ...

ପଶ୍ଚିମ ଓଡ଼ିଶାରେ ପ୍ରଫେସର ସଙ୍କଟ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିକାଂଶ ବିଶ୍ବବିଦ୍ୟାଳୟରେ ପ୍ରଫେସର ପଦ ଖାଲି ପଡ଼ିଛି।...

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

Related Articles

Popular Categories