କଣ୍ଟାବାଞ୍ଜି: ବନ ମହୋତ୍ସବ ପାଳନ ଅବସରରେ କଣ୍ଟାବାଞ୍ଜି ଆରପିଏଫ ଥାନା ପକ୍ଷରୁ ଆରପିଏଫ ବାରେକ ପରିସରରେ ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଏଡ଼ିଇଏନ ଇଂ ପିଜି ନାଇଡ଼ୁ, ଏଲଓଡବ୍ଲୁ ଦୀପକ କୁମାର, ଷ୍ଟେସନ ମାଷ୍ଟର କେସି ମୁଣ୍ଡା, ଡିସି ବାଗ, ଆରପିଏଫ ଥାନା ଅଧିକାରୀ ଏନଜି ରମଣ, ହାବିଲଦାର କେଏମ ରାଓ, ଏସ ତ୍ରିପାଠୀ, ଏସକେ ହେମ୍ବ୍ରମ, ଏ ବାରିକ, ଟିକେ ସାହୁ, କନଷ୍ଟେବଳ ଟିକେ ପଟେଲ, ଅରୁଣ କୁମାର, ଏଫ ମାହାର, ଜିକେ ଯାଦବ, ଏସକେ ଦାସ ଓ ଜିଲ୍ଲା ଏନ. ଏସ ୟୁ ଆଇଉପ ସଭାପତି ରାକେଶ ସେଠ ପ୍ରମୁଖ ସାମିଲ ହୋଇଥିଲେ।
Popular Categories



