nua o banner

ମିଆମି ଓପନ୍‍ ; ଦ୍ୱିତୀୟ ରାଉଣ୍ଡରେ ଭାମ୍ବ୍ରି

BSKY banner  750×100
0

ମିଆମି : ଫ୍ଲୋରିଡାରେ ଚାଲିଥିବା ମିଆମି ଓପନ୍‍ ଟେନିସ୍‍ ଚମ୍ପିଆନସିପରେ ଭାରତର ୟୁକି ଭାମ୍ବ୍ରି ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ଏଟିପି ମାନ୍ୟତାର ୧୦୭ତମ ସ୍ଥାନରେ ଥିବା ୟୁକି ବିଶ୍ୱର ୭୫ନମ୍ବର ଖେଳାଳି ବୋସ୍‍ନିଆ ହର୍ଜଗେଭିନାର ମିର୍ଜା ବେସିକ୍‍ଙ୍କୁ ସିଧାସଳଖ ୭-୫, ୬-୩ ସେଟ୍‍ରେ ପରାସ୍ତ କରିଛନ୍ତି। ଦ୍ୱିତୀୟ ରାଉଣ୍ଡରେ ୟୁକିଙ୍କର ମୁକାବିଲା ବିଶ୍ୱର ୧୧ ନମ୍ବର ମାନ୍ୟତାପ୍ରାପ୍ତ ଖେଳାଳି ଆମେରିକାର ଜାକ୍‍ ସକ୍‍ଙ୍କ ସହ ହେବ। ଅନ୍ୟପକ୍ଷରେ ପୂର୍ବତନ ବିଶ୍ୱ ଚାମ୍ପିୟାନ ନୋଭାକ୍‍ ଜୋକୋଭିକ୍‍ ଫ୍ରାନ୍ସର ବେନଟ୍ୱେ ପାରିଙ୍କ ଠାରୁ ପରାସ୍ତ ହୋଇ ଟୁର୍ଣ୍ଣାମେଣ୍ଟରୁ ବିଦାୟ ନେଇଛନ୍ତି।

Leave A Reply