www.samajalive.in
Sunday, December 7, 2025
18.1 C
Bhubaneswar

୧୦ ହଜାର ଟଙ୍କା କମ୍ ଦାମରେ ମିଳୁଛି ଏହି ଇ-ସ୍କୁଟର, ଥରେ ଚାର୍ଜ କଲେ ଯିବ ୧୭୦ କି.ମି.

ନୂଆଦିଲ୍ଲୀ : ଇ-ସ୍କୁଟର ନିର୍ମାତା iVOOMi  ନିଜର କିଛି ଇଲେକ୍ଟ୍ରିକ୍ ସ୍କୁଟରରେ ବମ୍ପର ରିହାତି ଅଫର ଜାରି କରିଛି । ପାର୍ବଣ ଋତୁରେ କମ୍ପାନୀ ଗ୍ରାହକଙ୍କ ପାଇଁ ନୂଆ ଅଫର ନେଇଆସିଛି । କମ୍ପାନୀ ଇ-ସ୍କୁଟରରେ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ରିହାତି ଦେଉଛି । କମ୍ପାନୀ ନିଜ ଫ୍ଲାଗସିପ୍ ମଡେଲରେ ଏହି ରିହାତି ପ୍ରଦାନ କରୁଛି । ଗ୍ରାହକଙ୍କ ଚାହିଦା ଓ ଆର୍ଥିକ ଆବଶ୍ୟକତାକୁ ବୁଝି କମ୍ପାନୀ ରିହାତି ପ୍ରଦାନ କରୁଛି ।

କମ୍ପାନୀ ଜିଟ୍ ଏକ୍ସ ଜେଡଇରେ ୧୦ ହଜାର ଟଙ୍କାର ରିହାତି ଦେଉଛି । ଏହି ସ୍କୁଟର ଦମଦାର ଫିଚର, କଟିଂ ଏଜ୍ ଟେକ୍ନୋଲୋଜି ଏବଂ ଡ୍ୟୁରେବଲ ବିଲ୍ଡ ସହିତ ଆସିଥାଏ । ଏହା ବ୍ୟତୀତ କମ୍ପାନୀ ନିଜ ଏସ ୧ ସିରିଜ ସ୍କୁଟରରେ ୫ ହଜାର ଟଙ୍କା ପର୍ଯ୍ୟନ୍ତ ରିହାତି ଅଫର କରୁଛି । ଜିଟ୍ ଏକ୍ସ ଜେଡଇକୁ ଥରେ ଚାର୍ଜ କଲେ ୧୭୦ କିଲୋମିଟର ଯାତ୍ରା କରିପାରିବ ।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories