www.samajalive.in
Monday, December 15, 2025
16.1 C
Bhubaneswar

ଜିଓମାର୍ଟରେ ଜବରଦସ୍ତ ଅଫର୍‌ ; ଶସ୍ତାରେ ମିଳୁଛି ଆଇଫୋନ୍‌ ୧୬..

ନୂଆଦିଲ୍ଲୀ : ଅଧିକାଂଶ ଲୋକଙ୍କ ପ୍ରଥମ ପସନ୍ଦ ଆଇଫୋନ୍‌। ନିକଟରେ ଆଇଫୋନ୍‌ ୧୬ ସିରିଜ୍‌ ଲଞ୍ଚ ହେବା ପରେ ଲୋକଙ୍କ ମଧ୍ୟରେ ଏହାକୁ ନେଇ ଖୁବ୍‌ କ୍ରେଜ୍‌ ମଧ୍ୟ ରହିଛି । କମ୍ପାନୀ ଏହି ଫୋନ୍‌କୁ ୭୯,୯୦୦ ଟଙ୍କାରେ ଲଞ୍ଚ କରିଛି । ମାତ୍ର ଜିଓମାର୍ଟରେ ଏହି ଫୋନ୍‌ ଖୁବ୍‌ କମ୍‌ ଦାମ୍‌ରେ କିଣିପାରିବେ। ଏତେ ଶସ୍ତାରେ ପ୍ରଥମ ଥର ଏହି ଫୋନ୍‌ ମିଳୁଛି । ଅନେକ ଲୋକେ ଆମାଜନ୍‌ ଓ ଫ୍ଲିପକାର୍ଟରେ ଆଇଫୋନ୍‌ ୧୬ର ଦାମ୍‌କୁ ଦେଖିଥାଆନ୍ତି । ମାତ୍ର ଏବେ ଜିଓମାର୍ଟରେ ପ୍ରାୟ ୨୭ ହଜାର ଟଙ୍କା କମ୍‌ରେ ଏହି ଆଇଫୋନ୍‌କୁ କିଣିପାରିବେ । ଜାଣନ୍ତୁ..

ଆଇଫୋନ୍‌ ୧୬ କିଣିବା ପାଇଁ ଆପଣ ଜିଓମାର୍ଟର ୱେବସାଇଟ କିମ୍ବା ଆପ୍‌କୁ ଯାଇପାରିବେ । ଏଠାରେ ଆଇଫୋନ୍‌ ୧୬କୁ ୬୯,୭୯୦ ଟଙ୍କାରେ କିଣିପାରିବେ । ଜିଓମାର୍ଟରେ ଫୋନ୍‌ ଉପରେ ୧୨ ପ୍ରତିଶତର ରିହାତି ମିଳୁଛି । ଏହାସହ ଅନ୍ୟ କିଛି ଅଫର୍‌ ମଧ୍ୟ ରହିଛି, ଯାହା ଦ୍ୱାରା ଦାମ୍‌ ଆହୁରି ମଧ୍ୟ କମ୍‌ ହୋଇଯିବ।

- Advertisement -

ଆଇଫୋନ୍‌ ୧୬ରେ ବ୍ୟାଙ୍କ ଅଫର୍‌ ମଧ୍ୟ ରହିଛି । ଯଦି ଆପଣଙ୍କ ପାଖରେ ଆରବିଏଲ ବ୍ୟାଙ୍କର କ୍ରେଡିଟ୍‌ କାର୍ଡ ଅଛି, ତେବେ ୩୦୦୦ ଟଙ୍କାର ରିହାତି ମିଳିବ । ଅର୍ଥାତ୍‌ ଫୋନ୍‌ ୬୬,୭୯୦ ଟଙ୍କାରେ ମିଳିଯିବ । ଏହାଉପରେ ଏକ୍ସଚେଞ୍ଜ ଅଫର୍‌ ମଧ୍ୟ ରହିଛି।
ଜିଓମାର୍ଟରେ ଆଇଫୋନ୍‌ ୧୬ ପାଇଁ ୨୦ ହଜାର ଟଙ୍କା ପର୍ଯ୍ୟନ୍ତ ଏକ୍ସଚେଞ୍ଜ ଅଫର୍‌ ମଧ୍ୟ ରହିଛି । ଯଦି ଆଇଫୋନ୍‌ ୧୨କୁ ଏକ୍ସଚେଞ୍ଜ ପାଇଁ ଦିଅନ୍ତି, ତେବେ ୧୪,୧୫୦ ଟଙ୍କାର ରିହାତି ମିଳିଯିବ । ଅର୍ଥାତ୍‌ ଫୋନ୍‌ ଏକ୍ସଚେଞ୍ଜ କରିବା ପରେ ଆଇଫୋନ୍‌ ୧୬ କେବଳ ୫୨,୬୪୦ ଟଙ୍କାରେ ମିଳିଯିବ।

ଆଉ ମାତ୍ର ଅଳ୍ପ ଦିନ ପରେ ବୁଦ୍ଧାଦିତ୍ୟ ରାଜଯୋଗ; ଏହି ରାଶିଙ୍କ ଉପରେ ହେବ ଧନବର୍ଷା, ବିବାହ, ହେବେ ମାଲମାଲ୍‌..

ଆଇଫୋନ୍‌ ୧୬କୁ ସେପ୍ଟେମ୍ବର ମାସରେ ଲଞ୍ଚ କରାଯାଇଥିଲା । ଏହା ଆପେଲ୍‌ର ସବୁଠାରୁ ଲାଟେଷ୍ଟ ସ୍ମାର୍ଟଫୋନ୍‌ । କମ୍ପାନୀ ଫୋନ୍‌ର ପଛ ଅଂଶକୁ ସମ୍ପୂର୍ଣ୍ଣ ଭାବେ ପରିବର୍ତ୍ତନ କରିଛି । କ୍ୟାମେରା ମଡେଲ୍‌ ସମ୍ପୂର୍ଣ୍ଣ ଭାବେ ଭିନ୍ନ । ନୂଆ ନୂଆ ରଙ୍ଗର ବିକଳ୍ପ ମଧ୍ୟ ମିଳିବ । ଏହାସହ ଫୋନ୍‌ରେ ୬.୧ ଇଞ୍ଚର ଡିସପ୍ଲେ, ୪୮ଏମପିର ଫ୍ୟୁଜନ୍‌ କ୍ୟାମେରା, ୧୨ ଏମପିର ଫ୍ରଣ୍ଟ କ୍ୟାମେରା ଓ ଏ୧୮ ଚିପ୍‌ ମିଳିଥାଏ।

ମୌନୀ ଅମାବାସ୍ୟାରେ ବାସ୍‌ ଏହି ୩ଟି ସରଳ ଉପାୟରେ ବର୍ଷଯାକ ହେବ ଧନ ବର୍ଷା, ଘରୁ ଦୂର ହେବ ଅଶାନ୍ତି..

ଦେଖନ୍ତୁ ଭୟଙ୍କର ଦୃଶ୍ୟ; ଯାତ୍ରୀବାହୀ ବିମାନ ଉପରେ ଖସିଲା ବିଜୁଳି..

 

Hot this week

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

Related Articles

Popular Categories