ଦେଖନ୍ତୁ ଭୟଙ୍କର ଦୃଶ୍ୟ; ଯାତ୍ରୀବାହୀ ବିମାନ ଉପରେ ଖସିଲା ବିଜୁଳି..

ନୂଆଦିଲ୍ଲୀ : ସୋସିଆଲ ମିଡିଆରେ ଅନେକ ସମୟରେ ଭିନ୍ନ ଭିନ୍ନ ଭିଡିଓ ଭାଇରାଲ୍‌ ହୋଇଥାଏ। ଯାହା ସଭିଁଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଥାଏ। ନିକଟରେ ସୋସିଆଲ ମିଡିଆରେ ଭୟଭୀତ କରୁଥିବା ଏକ ଭିଡିଓ ଦ୍ରୁତ ଗତିରେ ଭାଇରାଲ୍‌ ହେବା ସହ ସଭିଁଙ୍କ ଧ୍ୟାନକୁ ଆକର୍ଷିତ କରୁଛି । ଭିଡିଓକୁ ଦେଖି ନିଶ୍ୱାସ ଅଟକି ଯିବା ଭଳି ଅନୁଭବ ହେବ। ଭିଡିଓରେ ଦେଖିପାରିବେ ବିମାନବନ୍ଦରରେ ଥିବା ଏକ ଯାତ୍ରୀବାହୀ ଉଡାଜାହାଜ ଉପରେ ଆକାଶରୁ ବିଜୁଳି ଖସୁଛି। ବିଜୁଳି ମାରିବା ମାତ୍ରେ … Continue reading ଦେଖନ୍ତୁ ଭୟଙ୍କର ଦୃଶ୍ୟ; ଯାତ୍ରୀବାହୀ ବିମାନ ଉପରେ ଖସିଲା ବିଜୁଳି..