www.samajalive.in
Tuesday, December 9, 2025
23.1 C
Bhubaneswar

ଦେଖନ୍ତୁ ଭିଡିଓ- ଚୀନ୍‌ର ସୈନିକଙ୍କୁ ଘୋଷାଡି ନେଲେ ଭାରତୀୟ ଜବାନ

ନୂଆଦିଲ୍ଲୀ – ଭାରତୀୟ ସୈନିକମାନଙ୍କର ଗୋଟିଏ ଭିଡିଓ ଏବେ ସୋସିଆଲ୍‌ ମିଡିଆରେ ବେଶ୍ ଭାଇରାଲ୍‌ ହେଉଛି । ଏଥିରେ ଭାରତୀୟ ଜବାନମାନେ ଚୀନ୍‌ର ଜବାନମାନଙ୍କୁ ପରାସ୍ତ କରୁଥିବା ଦେଖିବା ପାଇଁ ମିଳିଛି । ଏହି ଭିଡିଓଟି ସଂଯୁକ୍ତରାଷ୍ଟ୍ରର ଶାନ୍ତି ମିଶନ ବେଳେ ସୁଦାନରେ ମୁତୟନ ସମୟର । ଏହି ସମୟରେ ଭାରତୀୟ ଏବଂ ଚୀନ୍‌ ସେନାର ଜବାନଙ୍କ ମଧ୍ୟରେ ରଶି ଟଣା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।

- Advertisement -

ଭାରତୀୟ ସେନାର ଜବାନମାନେ ପରାକ୍ରମ ଦେଖାଇ ଚୀନ୍‌ର ଜବାନମାନଙ୍କୁ ପରାସ୍ତ କରିଥିଲେ । ଚୀନ ସେନାର ଜବାର ରଶି ଟଣାରେ ରେଖା ପାର କରି ଏପାଖକୁ ଚାଲି ଆସିଥିଲା । ଏଏନ୍‌ଆଇ ପକ୍ଷରୁ ଏହି ଭିଡିଓକୁ ତାହାର ଏକ୍ସ ବା ଟ୍ୱିଟର ଆକାଉଣ୍ଟରେ ସେୟାର କରାଯାଇଛି । ଲକ୍ଷ ଲକ୍ଷ ଲୋକ ଏହାକୁ ଦେଖି ସାରିଲେଣି ।

Hot this week

୧୬ରେ ସୂର୍ଯ୍ୟଙ୍କ ଭ୍ରମଣ: ୭ଟି ରାଶି ପାଇଁ ଚ୍ୟାଲେଞ୍ଜ, ନୂତନ ବର୍ଷରେ କ୍ଷତି ହୋଇପାରେ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ରାଜା ସୂର୍ଯ୍ୟ, ଡିସେମ୍ବର ୧୬ ତାରିଖ...

ଶ୍ରୀଜଗନ୍ନାଥଙ୍କ ଦର୍ଶନ କଲେ ଭାରତୀୟ ଖେଳାଳି

ସମାଜ ଡିଜିଟାଲ ଡେସ୍କ: ମ୍ୟାଚ ପୂର୍ବରୁ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ...

ଦୁର୍ନୀତି : ବିକାଶରେ ବାଧା

ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଆପଣା ଯାଉଛି। ମାତ୍ର ଭାରତ...

୨୦୨୬ରେ ଦୁଇ ଥର ଚଳନ କରିବେ ରାହୁ: ଏହି ରାଶିରେ ବର୍ଷିବ ଧନ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ, ନୂଆ ଆଶା ନେଇ ଆସୁଛି...

ସେନସେକ୍ସ ୬୧୦ ପଏଣ୍ଟ ଓ ନିଫ୍ଟି ୨୨୬ ପଏଣ୍ଟ ହ୍ରାସ

ନୂଆଦିଲ୍ଲୀ : ଘରୋଇ ଇକ୍ୱିଟି ସୂଚକାଙ୍କ ସୋମବାର ହ୍ରାସ ପାଇଛି। ସୂଚକାଙ୍କଗୁଡ଼ିକ...

Related Articles

Popular Categories