www.samajalive.in
Saturday, December 6, 2025
17.1 C
Bhubaneswar

ଭାରତ-ଇଂଲଣ୍ଡ ଟେଷ୍ଟ: ଭାରତ ୨୧୯/୭, ଇଂଲଣ୍ଡ ୩୫୩

ଡେସ୍କ: ରାଞ୍ଚିର ଜେଏସସିଏ ଷ୍ଟାଡିୟମରେ ଚାଲିଥିବା ଚତୁର୍ଥ ଟେଷ୍ଟର ଦ୍ୱିତୀୟ ଦିନ ଶେଷ ସୁଦ୍ଧା ଇଂଲଣ୍ଡ ବିପକ୍ଷରେ ଭାରତ ୭ ୱିକେଟ୍ ହରାଇ ୨୧୯ ରନ୍ କରିଛି। ଇଂଲଣ୍ଡ ଆଜି ସକାଳେ ନିଜର ପ୍ରଥମ ଇନିଂସ୍ ଆରମ୍ଭ କରି ୩୫୩ ରନରେ ଅଲଆଉଟ୍ ହୋଇଯାଇଥିଲା। ଇଂଲଣ୍ଡ ପୂର୍ବରୁ ୭ ୱିକେଟ୍ ହରାଇ ୩୦୨ ରନ୍ କରିଥିବା ବେଳେ ମାତ୍ର ୫୧ ରନ୍ ଯୋଡ଼ି ପାରିଥିଲେ। ଇଂଲଣ୍ଡ ପକ୍ଷରୁ ଜୋ ରୁଟ୍ ୧୨୨ ରନ୍ କରିଥିବା ବେଳେ ଓଲି ରବିନ୍ ସନ୍ ୫୮ ରନ୍ କରିଥିଲେ।

ସଂସଦୀୟ ନିର୍ବାଚନ ମଣ୍ଡଳୀର ଅନ୍ୟ ଜିଲ୍ଲାରେ ଅବସ୍ଥାପିତ ହେବେନାହିଁ ଅଧିକାରୀ

- Advertisement -

ଭାରତ ପକ୍ଷରୁ ରବୀନ୍ଦ୍ର ଜାଡେଜା ୪ଟି ଓ ନବାଗତ ଆକାଶ ଦୀପ ୩ଟି ୱିକେଟ୍ ନେଇଥିଲେ। ଭାରତ ଏବେ ୫ ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାରେ ୨-୧ରେ ଆଗୁଆ ରହିଛି ଏବଂ ରାଞ୍ଚିରେ ଆୟୋଜକ ଦଳ ବିଜୟୀ ହେଲେ ରୋହିତ ଶର୍ମାଙ୍କ ଦଳ ଘରୋଇ ମାଟିରେ ଆଉ ଏକ ଟେଷ୍ଟ ସିରିଜ୍ ଜିତିବାରୁ ରୋକିବା ପାଇଁ ଇଂଲଣ୍ଡର ପ୍ରୟାସର ଅନ୍ତ ଘଟିବ।

ଖାଦ୍ୟ ପ୍ରଦାନକାରୀ ହେବେ ଶକ୍ତି ପ୍ରଦାନକାରୀ – ମୋଦୀ

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories