ସଂସଦୀୟ ନିର୍ବାଚନ ମଣ୍ଡଳୀର ଅନ୍ୟ ଜିଲ୍ଲାରେ ଅବସ୍ଥାପିତ ହେବେନାହିଁ ଅଧିକାରୀ

ଡେସ୍କ: ୩ ବର୍ଷ ପୂରିବା ପରେ ଜିଲ୍ଲା ବାହାରକୁ ବଦଳି ହୋଇଥିବା ଅଧିକାରୀମାନେ ଯେପରି ସେହି ସଂସଦୀୟ ନିର୍ବାଚନ ମଣ୍ଡଳୀର ଅନ୍ୟ କୌଣସି ଜିଲ୍ଲାରେ ଅବସ୍ଥାପିତ ନ ହୁଅନ୍ତି ସେଥିପ୍ରତି ଦୃଷ୍ଟି ଦେବାକୁ ନିର୍ବାଚନ ଆୟୋଗ ରାଜ୍ୟ ସରକାରମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଦୁଇଟି ସଂସଦୀୟ କ୍ଷେତ୍ର ଥିବା ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ଏହି ନିୟମରୁ ବାଦ୍ ଦିଆଯାଇଛି ବୋଲି ଆୟୋଗ କହିଛନ୍ତି। ସେହି ନିର୍ବାଚନ ମଣ୍ଡଳୀ ସଂଲଗ୍ନ ଜିଲ୍ଲାଗୁଡ଼ିକରେ ରାଜ୍ୟ ସରକାର ଅଧିକାରୀଙ୍କୁ ନିୟୋଜିତ କରୁଥିବା … Continue reading ସଂସଦୀୟ ନିର୍ବାଚନ ମଣ୍ଡଳୀର ଅନ୍ୟ ଜିଲ୍ଲାରେ ଅବସ୍ଥାପିତ ହେବେନାହିଁ ଅଧିକାରୀ