www.samajalive.in
Saturday, December 6, 2025
15.1 C
Bhubaneswar

ବିବାହ ମାମଲାରେ ଇମ୍ରାନଙ୍କୁ ଆଶ୍ଵସ୍ତି

ଇସଲମାବାଦ: ବେଆଇନ ଭାବେ ବିବାହ କରିଥିବା ମାମଲାରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କୁ ସ୍ଥାନୀୟ ଏକ ଅଦାଲତରୁ ଆଶ୍ବସ୍ତି ମିିଳିଛି। ଇସ୍‌ଲାମିକ ଆଇନ ଉଲ୍ଲଙ୍ଘନ କରି ବୁସରା ବିବିଙ୍କୁ ଇମ୍ରାନ ବିବାହ କରିଥିବାରୁ ଏକ ନିମ୍ନ ଅଦାଲତରେ ତାଙ୍କୁ ୭ ବର୍ଷ ସଜା ହୋଇଥିଲା। ଏହା ବିରୋଧରେ ଇମ୍ରାନ ଇସଲାମାବାଦ ଅତିରିକ୍ତ ଜିଲା ଓ ଦୌରା ଅଦାଲତରେ ଆବେଦନ କରିଥିଲେ। ମାମଲାର ଶୁଣାଣି କରି ବିଚାରପତି ଅଫଜଲ ମାକେଜା ନିମ୍ନ ଅଦାଲତର ରାୟକୁ ଖାରଜ କରି ଦେଇଛନ୍ତି। ଅନ୍ୟପକ୍ଷରେ ୨୦୨୩ ମେ’ରେ ଇମ୍ରାନଙ୍କ ସମର୍ଥକ କରିଥିବା ଦଙ୍ଗା ମାମଲାରେ ସେ ଜେଲ୍‌ରେ ରହିବେ ବୋଲି ଜଣାପଡ଼ିଛି। ଇତିମଧ୍ୟରେ ଜାତିସଂଘ ତରଫରୁ ବିଶେଷଜ୍ଞଙ୍କୁ ନେଇ ଗଠିତ ଏକ କମିଟି ଇମ୍ରାନ୍‌ଙ୍କୁ ବନ୍ଦୀ ରଖାଯିବା ଘଟଣା ଆଇନ ଦୃଷ୍ଟିରୁ ଠିକ୍‌ ନୁହେଁ ବୋଲି ଦର୍ଶାଇବା ସହ ତାଙ୍କୁ ରାଜନୀତିରୁ ଦୂରେଇ ରଖିବାକୁ ଷଡ଼ଯନ୍ତ୍ର ଚାଲିଥିବା ଅଭିଯୋଗ ଆଣିଛନ୍ତି।

ନନ୍ଦନକାନନ ଆସିଲେ କଳାବାଘ ସହ ୧୮ ଜନ୍ତୁ

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories