ନନ୍ଦନକାନନ ଆସିଲେ କଳାବାଘ ସହ ୧୮ ଜନ୍ତୁ

ନନ୍ଦନକାନନ: ନନ୍ଦନକାନନ ପ୍ରାଣୀଉଦ୍ୟାନର ଶୋଭା ବୃଦ୍ଧି ସହିତ ପର୍ଯ୍ୟଟକଙ୍କୁ ଅଧିକ ଆକର୍ଷିତ କରିବାକୁ ଚଳିତବର୍ଷ ଜୀବଜନ୍ତୁ ଅଦଳବଦଳ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି କ୍ରମରେ ନନ୍ଦନକାନନରୁ ଗତ ମଙ୍ଗଳବାର ୭ ପ୍ରଜାତିର ୫୩ ଜୀବଜନ୍ତୁଙ୍କୁ ରାଞ୍ଚିର ଭଗବାନ ବିର୍ଶା ଜୀବ ଉଦ୍ୟାନକୁ ପଠାଯାଇଥିଲା। ପ୍ରତିବଦଳରେ ସେଠାରୁ ଶନିବାର କ୍ରିଷ୍ଣା ନାମକ ଗୋଟିଏ ମାଈ କଳାଲୋମଯୁକ୍ତ ବାଘ, ଲକ୍ଷ୍ମୀ ନାମକ ଗୋଟିଏ ମାଈ ସାଧାରଣ ବାଘ, ୪ ହେଟାବାଘ (୩ ଅଣ୍ଡିରା, ଗୋଟିଏ ମାଈ), ୧୦ ଭାରତୀୟ ଝିଙ୍କ … Continue reading ନନ୍ଦନକାନନ ଆସିଲେ କଳାବାଘ ସହ ୧୮ ଜନ୍ତୁ