www.samajalive.in
Sunday, December 7, 2025
26.1 C
Bhubaneswar

ଗୋଠଛଡା ଦନ୍ତାକୁ ଦେବଗଡ ଜଙ୍ଗଲକୁ ଘଉଡାଇଲା ବନବିଭାଗ

ବଣାଇ : ଶେଷରେ ଉତ୍ପାତ କରୁଥିବା ଗୋଠଛଡା ଦନ୍ତାକୁ ଘଉଡାଇଲା ବନ ବିଭାଗ । ଦନ୍ତାକୁ ସହରଠାରୁ ୩୦କିମି ଦୂର ଦେବଗଡ ଜଙ୍ଗଲକୁ ଘଉଡାଇଛି ବନ ବିଭାଗ।   ଦୀର୍ଘ ଦିନ ଧରି ସୁନ୍ଦରଗଡ଼ ଜିଲା ବଣାଇରେ ହାତୀଙ୍କ ଉପଦ୍ରବ ଦେଖାଦେଇଥିଲା। କୁଳିପୋଷ, ବାଙ୍କୀ ରେଞ୍ଜରେ ଘର ଭାଙ୍ଗିବା ସହ ବ୍ୟାପକ ଫସଲ ନଷ୍ଟ କରୁଥିଲା। ଅନେକଙ୍କ ଘର ଭାଙ୍ଗୁଥିବାର ମଧ୍ୟ ଦେଖିବାକୁ ମିଳିଥିଲା। ବନବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ହାତୀ ଘଉଡାଇବାକୁ ଉଦ୍ୟମ ଜାରି ରଖିଥିଲେ।  ଶେଷରେ ଦନ୍ତାଟିକୁ ଦେବଗଡ ଜଙ୍ଗଲକୁ ଘଉଡାଇଛନ୍ତି ବନ ବିଭାଗ କର୍ମଚାରୀ।

Hot this week

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

Related Articles

Popular Categories