ସମ୍ବଲପୁର : ଖୋଲିଲା ହୀରାକୁଦ ଡ୍ୟାମ୍ର ମୋଟ ୨୦ଟି ଗେଟ୍ । ହୀରାକୁଦ ଉପରମୁଣ୍ଡର ଜଳସ୍ତର ବୃଦ୍ଧି ପାଉଥିବାରୁ ଆଉ ୪ଟି ଗେଟ୍ ଖୋଲିବା ସହ ବର୍ତ୍ତମାନ ୨୦ଟି ସ୍ଲୁଇସ୍ ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସନ କରାଯାଉଛି । ବର୍ଷାକୁ ଦେଖି ତଳିଆ ଜିଲାମାନଙ୍କୁ ହାଇଆଲର୍ଟ କରାଯାଇଛି । ମଧ୍ୟାହ୍ନ ସୁଦ୍ଧା ମୋଟ ୧୬ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ କରାଯାଉଥିଲା ।
ଅଶ୍ଳୀଳ କଣ୍ଟେଣ୍ଟ : ୨୫ ଓଟିଟି ପ୍ଲାର୍ଟଫର୍ମକୁ ବ୍ୟାନ୍ କଲେ କେନ୍ଦ୍ର ସରକାର



