www.samajalive.in
Saturday, December 6, 2025
26.1 C
Bhubaneswar

ଦେଖନ୍ତୁ ଭିଡିଓ ; ବୃଦ୍ଧାଙ୍କୁ ରାସ୍ତା କଡରେ ଛାଡି ଦେଲେ ପରିବାର

ନୂଆଦିଲ୍ଲୀ : ସୋସିଆଲ ମିଡିଆରେ ଭାଇରାଲ୍‌ ହେଉଥିବା ଅନେକ ଭିଡିଓ ଆଶ୍ଚର୍ଯ୍ୟଚକିତ କରିବା ସହ ଅନେକ ପ୍ରଶ୍ନ ମନରେ ସୃଷ୍ଟି କରିଥାଏ । ନିକଟରେ ଭାଇରାଲ୍‌ ହେଉଥିବା ଏକ ଭିଡିଓ ଦେଖି ଲୋକେ ଅତ୍ୟନ୍ତ ଦୁଃଖ ପ୍ରକାଶ କରିବା ସହ ଲୋକଙ୍କ ମାନସିକତା ଓ କାର୍ଯ୍ୟକଳାପ ଉପରେ କ୍ରୋଧ ପ୍ରକାଶ କରିଛନ୍ତି । ଭିଡିଓଟି ଅଯୋଧ୍ୟାର କିଶୁନ ଦାସପୁର ଅଞ୍ଚଳର ବୋଲି ଜଣାପଡିଛି ।


ରେକର୍ଡ ହୋଇଥିବା ସିସିଟିଭି ଫୁଟେଜରେ ଦେଖାଯାଉଛି, ଜଣେ ବୃଦ୍ଧା ମହିଳାଙ୍କୁ ତାଙ୍କ ପରିବାର ଲୋକେ ଆଣି ରାତିରେ ଏକ ନିଛାଟିଆ ସ୍ଥାନରେ ଛାଡି ଦେଉଛନ୍ତି । ଭିଡିଓ ଅନୁଯାୟୀ, ପରିବାର ଲୋକେ ଏକ ଇ-ରିକ୍ସାରେ ବୃଦ୍ଧାଙ୍କୁ ଆଣି ରାସ୍ତା କଡରେ ଅସହାୟ ଅବସ୍ଥାରେ ଛାଡି ପଳାଉଛନ୍ତି । ଏପରି କରିବାର କାରଣ ବିଷୟରେ କୌଣସି ସ୍ପଷ୍ଟତା ଜଣାପଡି ନାହିଁ । ମାତ୍ର ଭିଡିଓକୁ ଦେଖି ଲୋକେ ଭିନ୍ନ ଭିନ୍ନ ମତ ଦେଇଛନ୍ତି ।

ଅଶ୍ଳୀଳ କଣ୍ଟେଣ୍ଟ : ୨୫ ଓଟିଟି ପ୍ଲାର୍ଟଫର୍ମକୁ ବ୍ୟାନ୍‌ କଲେ କେନ୍ଦ୍ର ସରକାର

- Advertisement -

ଅଗଷ୍ଟରେ ୩ ଥର କରିବେ ସୂର୍ଯ୍ୟ ଚଳନ; ଚୁଟ୍‌କିରେ ବଦଳିଯିବ ଏହି ରାଶିଙ୍କ ଭାଗ୍ୟ, ମିଳିବ ଗୋଟିଏ ପରେ ଗୋଟିଏ ସଫଳତା, ହେବେ ଧନୀ..

Hot this week

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

Related Articles

Popular Categories