ଅଗଷ୍ଟରେ ୩ ଥର କରିବେ ସୂର୍ଯ୍ୟ ଚଳନ; ଚୁଟ୍‌କିରେ ବଦଳିଯିବ ଏହି ରାଶିଙ୍କ ଭାଗ୍ୟ, ମିଳିବ ଗୋଟିଏ ପରେ ଗୋଟିଏ ସଫଳତା, ହେବେ ଧନୀ..

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗ୍ରହଙ୍କ ରାଜା ସୂର୍ଯ୍ୟଦେବତା ପ୍ରତ୍ୟେକ ମାସରେ ରାଶି ପରିବର୍ତ୍ତନ କରି ଥାନ୍ତି । ଏହାସହ ୧୨ ମାସରେ ସମ୍ପୂର୍ଣ୍ଣ ରାଶି ଚକ୍ର ପୂରଣ କରି ଥାନ୍ତି । ମାତ୍ର କେତେକ ସମୟରେ ନକ୍ଷତ୍ର ମଧ୍ୟ ପରିବର୍ତ୍ତନ କରି ଥାନ୍ତି । ଅଗଷ୍ଟରେ ସୂର୍ଯ୍ୟଙ୍କ ସ୍ଥିତିରେ ଗୋଟିଏ କିମ୍ବା ୨ ଥର ନୁହେଁ ବରଂ ୩ ଥର ରାଶି ପରିବର୍ତ୍ତନ କରିବେ । ସୂର୍ଯ୍ୟଦେବତା ୩ ଅଗଷ୍ଟରେ ପ୍ରଥମେ ନକ୍ଷତ୍ର ପରିବର୍ତ୍ତନ କରିବେ । … Continue reading ଅଗଷ୍ଟରେ ୩ ଥର କରିବେ ସୂର୍ଯ୍ୟ ଚଳନ; ଚୁଟ୍‌କିରେ ବଦଳିଯିବ ଏହି ରାଶିଙ୍କ ଭାଗ୍ୟ, ମିଳିବ ଗୋଟିଏ ପରେ ଗୋଟିଏ ସଫଳତା, ହେବେ ଧନୀ..