ଅଶ୍ଳୀଳ କଣ୍ଟେଣ୍ଟ : ୨୫ ଓଟିଟି ପ୍ଲାର୍ଟଫର୍ମକୁ ବ୍ୟାନ୍ କଲେ କେନ୍ଦ୍ର ସରକାର
ନୂଆଦିଲ୍ଲୀ : କେନ୍ଦ୍ରସରକାର ଶୁକ୍ରବାର ନେଇଛନ୍ତି ଏକ ବଡ ନିଷ୍ପତ୍ତି । ଦେଶରେ ପ୍ରାୟ ୨୫ ଓଟିଟି ପ୍ଲାର୍ଟଫର୍ମକୁ ସରକାର ବ୍ୟାନ୍ କରିଛନ୍ତି । ଏହି ୨୫ ମୋବାଇଲ୍ ଆପ୍ ଉପରେ ଅଶ୍ଳୀଳ କଣ୍ଟେଣ୍ଟ ଦେଉଥିବା ନେଇ ଅଭିଯୋଗ ହୋଇଛି । ଫଳରେ ସରକାର ଏହି ୨୫ଟି ଭିଡିଓ ପ୍ଲାର୍ଟଫର୍ମକୁ ବ୍ୟାନ୍ କରିଛନ୍ତି । ଅଶ୍ଳୀଳ କଣ୍ଟେଣ୍ଟ ଦେଉଥିବା ଅଭିଯୋଗ ପରେ ସୂଚନା ଏବଂ ପ୍ରସାରଣ ମନ୍ତ୍ରାଣଳୟ ଏହି ଆପ୍କୁ ତୁରନ୍ତ ବ୍ୟାନ୍ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି … Continue reading ଅଶ୍ଳୀଳ କଣ୍ଟେଣ୍ଟ : ୨୫ ଓଟିଟି ପ୍ଲାର୍ଟଫର୍ମକୁ ବ୍ୟାନ୍ କଲେ କେନ୍ଦ୍ର ସରକାର
Copy and paste this URL into your WordPress site to embed
Copy and paste this code into your site to embed