ଦେଖନ୍ତୁ ଭିଡିଓ ; ବୃଦ୍ଧାଙ୍କୁ ରାସ୍ତା କଡରେ ଛାଡି ଦେଲେ ପରିବାର

ନୂଆଦିଲ୍ଲୀ : ସୋସିଆଲ ମିଡିଆରେ ଭାଇରାଲ୍‌ ହେଉଥିବା ଅନେକ ଭିଡିଓ ଆଶ୍ଚର୍ଯ୍ୟଚକିତ କରିବା ସହ ଅନେକ ପ୍ରଶ୍ନ ମନରେ ସୃଷ୍ଟି କରିଥାଏ । ନିକଟରେ ଭାଇରାଲ୍‌ ହେଉଥିବା ଏକ ଭିଡିଓ ଦେଖି ଲୋକେ ଅତ୍ୟନ୍ତ ଦୁଃଖ ପ୍ରକାଶ କରିବା ସହ ଲୋକଙ୍କ ମାନସିକତା ଓ କାର୍ଯ୍ୟକଳାପ ଉପରେ କ୍ରୋଧ ପ୍ରକାଶ କରିଛନ୍ତି । ଭିଡିଓଟି ଅଯୋଧ୍ୟାର କିଶୁନ ଦାସପୁର ଅଞ୍ଚଳର ବୋଲି ଜଣାପଡିଛି । 🚨This family will rot in hell!!!! From Ayodhya's Kishun … Continue reading ଦେଖନ୍ତୁ ଭିଡିଓ ; ବୃଦ୍ଧାଙ୍କୁ ରାସ୍ତା କଡରେ ଛାଡି ଦେଲେ ପରିବାର