ହାଇକୋର୍ଟ ସ୍ଥାୟୀ ବେଞ୍ଚ ଲାଗି ସହଯୋଗ ପାଇଁ ପ୍ରସ୍ତୁତ: କେନ୍ଦ୍ର ଆଇନମନ୍ତ୍ରୀ

ଭୁବନେଶ୍ବର: ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ସମ୍ପର୍କରେ କେନ୍ଦ୍ର ଆଇନ ମନ୍ତ୍ରୀ କିରେନ ରିଜିଜ୍ଜୁ ପ୍ରତିକ୍ରିୟା ରଖି କହିଛନ୍ତି ଯେ ବେଞ୍ଚ ପ୍ରତିଷ୍ଠା ନିଷ୍ପତ୍ତି ହାଇକୋର୍ଟ ଓ ରାଜ୍ୟ ସରକାରଙ୍କୁ ନେବାର ଅଛି। ଆମକୁ କେବଳ ଆପ୍ରୁଭାଲ ଦେବାର ରହିଛି, ଆମେ ସହଯୋଗ ପାଇଁ ପ୍ରସ୍ତୁତ। ହାଇକୋର୍ଟ ସ୍ଥାୟୀ ବେଞ୍ଚ ପାଇଁ ଭିତ୍ତିଭୂମି ପ୍ରସ୍ତୁତି ଦାୟିତ୍ବ ରାଜ୍ୟର ଏବଂ ଏହି ପ୍ରକ୍ରିୟା ଆଗକୁ ନେବାକୁ ହାଇକୋର୍ଟକୁ ନିବେଦନ କରିଛି ବୋଲି କେନ୍ଦ୍ର ଆଇନମନ୍ତ୍ରୀ କିରଣ ରିଜିଜୁ ପ୍ରକାଶ କରିଛନ୍ତି।

kalyan agarbati

Comments are closed.