ଉଚ୍ଚ ରକ୍ତଚାପକୁ କରନ୍ତୁ ନିୟନ୍ତ୍ରଣ

0

ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣ ରଖିବା ଅତ୍ୟନ୍ତ ଜରୁରୀ। ଆମେ ପ୍ରତିଦିନ ଖାଉଥିବା ଖାଦ୍ୟ ଦ୍ୱାରା ହିଁ ରକ୍ତଚାପକୁ ନିୟନ୍ତ୍ରଣ କରାଯାଇ ପାରିବ। ଆସନ୍ତୁ ଜାଣିବା କେଉଁ ଖାଦ୍ୟ ଦ୍ୱାରା ଉଚ୍ଚ ରକ୍ତଚାପ ନିୟନ୍ତ୍ରଣ କରିପାରିବା।


ପଇଡ଼ ପାଣି: ଦିନକୁ ଥରେ ପଇଡ଼ ପାଣି ପିଇବା ଉଚିତ। ଏହା ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣ କରିଥାଏ। ସକାଳେ ଖାଲିପେଟରେ ପଇଡ଼ ପାଣି ପିଇବା ଦ୍ୱାରା ଅନେକ ଲାଭ ମିଳିଥାଏ।

prayash


ରସୁଣ: କଞ୍ଚା ରସୁଣ ଖାଇବା ଦ୍ୱାରା ଉଚ୍ଚ ରକ୍ତଚାପରେ ଆକ୍ରାନ୍ତ ବ୍ୟକ୍ତିଙ୍କୁ ସୁଫଳ ମିଳିଥାଏ। ତରକାରୀ ଓ ଡାଲିରେ ରସୁଣ ବ୍ୟବହାର କରନ୍ତୁ।


କଦଳୀ: କଦଳୀରେ ବହୁତ ପରିମାଣରେ ପୋଟାସିୟମ ରହିଛି। ଏହା ରକ୍ତଚାପକୁ ନିୟନ୍ତ୍ରଣ କରିବାରେ ସହାୟକ ହୋଇଥାଏ। ତେଣୁ ପ୍ରତିଦିନ ଗୋଟିଏ ଲେଖାଏଁ କଦଳୀ ଖାଇବା ଉଚିତ।

kalyan agarbati
Leave A Reply