www.samajalive.in
Sunday, December 7, 2025
14.1 C
Bhubaneswar

ଏହାଦ୍ବାରା ରକ୍ତରେ ଶର୍କରା ପରିମାଣ ହ୍ରାସ ହୋଇଥାଏ

ମିଠା ସମସ୍ତଙ୍କୁ ଖାଇବାକୁ ପସନ୍ଦ ଲାଗେ। କିନ୍ତୁ ମିଠା ଖାଇବା ଦ୍ବାରା ଶରୀରର ଅନେକ କ୍ଷତି ହୋଇଥାଏ। ଡାଇବେଟିସ ରୋଗୀମାନେ ମିଠା ଖାଇବା ଅନୁଚିତ। କିନ୍ତୁ ମିଠା ଖାଇବା ଅଭ୍ୟାସ ଶୀଘ୍ର ଯାଇ ନଥାଏ। ବ୍ୟକ୍ତି ମିଠା ଖାଇବା ଦ୍ବାରା ରକ୍ତରେ ଶର୍କରାର ମାତ୍ରା ବଢି ଯାଇଥାଏ।
ଆସନ୍ତୁ ଜାଣିବା, ଶର୍କରା ମାତ୍ରା କମାଇବାର ଉପାୟ ବିଷୟରେ ..
ପ୍ରାକୃତିକ ଦ୍ରବ୍ୟର ବ୍ୟବହାର କରି ମିଠା ପ୍ରସ୍ତୁତ :
ମିଠା ଖାଇବାକୁ ପସନ୍ଦ କରୁଥିବା ବ୍ୟକ୍ତି ଶୀଘ୍ର ଏହି ଅଭ୍ୟାସରୁ ନିବୃତ୍ତ ହୋଇ ପାରନ୍ତି ନାହିଁ। ତେଣୁ ଘ‌ରେ ମିଠା ପ୍ରସ୍ତୁତ କରି ଖାଇବା ଉଚିତ। ମିଠା ପ୍ରସ୍ତୁତ କରିବା ବେଳେ ପ୍ରାକୃତିକ ଦ୍ରବ୍ୟର ବ୍ୟବହାର କରନ୍ତୁ। ଗୁଡରେ ପ୍ରସ୍ତୁତ ମିଠା ଖାଇବା ଦ୍ବାରା ରକ୍ତରେ ଶର୍କରାର ପରିମାଣ କମ ହୋଇଥାଏ।
ଲିକ୍ବିଡ ଶର୍କରା ଜାତୀୟ ଦ୍ରବ୍ୟର ବ୍ୟବହାର :
ଜୁସ, ସଫ୍ଟ ଡ୍ରିଂକ୍ସ, ମିକ୍ସ ଡ୍ରିଂକ୍ସ ଇତ୍ୟାଦିର ସେବନ କରନ୍ତୁ ନାହିଁ। ଏହା ବଦଳରେ ପ୍ରାକୃତିକ ମିଠା ଜାତୀୟ ଲସି, କ୍ଷୀରରେ ପ୍ରସ୍ତୁତ ପାନୀୟ ବ୍ୟବହାର କରନ୍ତୁ।
ଡାର୍କ ଚକୋଲେଟ ଖାଆନ୍ତୁ :
ଚକୋଲେଟ ଖାଇବା ସମସ୍ତଙ୍କୁ ପସନ୍ଦ। କିନ୍ତୁ ଏହା ଖାଇବା ଦ୍ବାରା ରକ୍ତରେ ଶର୍କରାର ପରିମାଣ ବଢିଯାଏ। ତେଣୁ ଚକୋଲେଟ ନ ଖାଇ ତାହା ବଦଳରେ ଡାର୍କ ଚକୋଲେଟ ଖାଆନ୍ତୁ।

Hot this week

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

Related Articles

Popular Categories