www.samajalive.in
Monday, December 15, 2025
16.1 C
Bhubaneswar

ସନ୍ଧ୍ୟା ୬ଟା – ମୁଖ୍ୟ ସମ୍ବାଦ

ବଡ ଖବର
# ଜାମ୍ମୁ-କଶ୍ମୀର ପୁନର୍ଗଠନ ବିଲ୍ ଲୋକସଭାରେ ଆଗତ, ଗୃହ ମନ୍ତ୍ରୀ ଏବେ ଲୋକସଭାରେ ଉତ୍ତର ରଖୁଛନ୍ତି
# ପ୍ରବଳ ବର୍ଷା ଯୋଗୁ ନୋଏଡ଼ା ରବୁପୁରାରେ ଦୁଇ ମହଲା କୋଠା ଭୁଶୁଡ଼ି ୨ ମୃତ, ୧୨ ଗୁରୁତର ଆହତ
# ଜମ୍ମୁ-କଶ୍ମୀରରେ ଧାରା-୩୭୦ ଉଚ୍ଛେଦ ପ୍ରସଙ୍ଗକୁ ନେଇ ଜାତିସଂଘର ମତ – ଏହା ଭାରତର ଆଭ୍ୟନ୍ତରୀଣ ପ୍ରସଙ୍ଗ
# ରାଜ୍ୟରେ ନୂଆ ଡିଜିପି ନିଯୁକ୍ତି ନେଇ କଳ୍ପନା ଜଳ୍ପନା ଆରମ୍ଭ, ପୁଲିସ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମା ଲୋକାୟୁକ୍ତ ସଦସ୍ୟ ନିଯୁକ୍ତ

ଆଞ୍ଚଳିକ
# ପୁଲିସ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମା ଲୋକାୟୁକ୍ତ ସଦସ୍ୟ ନିଯୁକ୍ତ
# କେନ୍ଦ୍ରାପଡ଼ାରେ ଏନକାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ସେକ୍ ମେହତାବ ଆହତ
# ରାଜ୍ୟରେ ନୂଆ ଡିଜିପି ନିଯୁକ୍ତି ନେଇ କଳ୍ପନା ଜଳ୍ପନା ଆରମ୍ଭ
# ବ୍ରହ୍ମପୁର ଉପକଣ୍ଠ ଶୀତଳାପଲ୍ଲୀ ଠାରେ ଥିବା ପାରଳା ମହାରାଜା ଯାନ୍ତ୍ରିକ ମହାବିଦ୍ୟାଳୟ କ୍ୟାମ୍ପସ ପରିସରରେ ଅଗ୍ନିକାଣ୍ଡ, ୩ ଛାତ୍ର ଆହତ
# ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ ଭୈରବୀନଗରରେ ଦୀର୍ଘ ଦିନରୁ ଚାଲିଥିବା ଏକ ବେଆଇନ ଗୁଟଖା କାରଖାନା ଉପରେ ପୁଲିସ ଚଢ଼ାଉ, ୪୦ ବସ୍ତା ଗୁଟଖା, ୨ଟି ମେସିନ, ୩ ବଣ୍ଡଲ ଜରି ଜବତ
# ମୟୁରଭଞ୍ଜ ଜିଲା ଖୁଣ୍ଟା ଥାନା ଅନ୍ତର୍ଗତ ଲକ୍ଷ୍ମଣସାହି ଗ୍ରାମରେ ନିଜ ସ୍ତ୍ରୀକୁ ପୋଡ଼ି ମାରିବା ଅଭିଯୋଗରେ ସ୍ୱାମୀ ଧନୁର୍ଜୟ ମହାନ୍ତ ଗିରଫ
# ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ହେବ ୨୦୧୯ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ଉତ୍ସବ – ସୂଚନା ଦେଲେ ପୋଲିସ କମିଶନର ସତ୍ୟଜିତ ମହାନ୍ତି
# ଅନୁଗୁଳ ଭରତପୁର କୋଇଲା ଖଣି ଦୁର୍ଘଟଣା – ଆନ୍ଦୋଳନରୁ ଓହରିଲେ ମୃତକଙ୍କ ପରିବାର, ପ୍ରାଣ ହରାଇଥିବା ଶ୍ରମିକଙ୍କ ପରିବାର ପାଇଁ ୩୦ ଲକ୍ଷ ଟଙ୍କା ଅନୁକମ୍ପା ରାଶି ଓ ଜଣକୁ ଚାକିରୀ ଘୋଷଣା
# କାଳିଆ ଯୋଜନାରୁ ବାଦ ପଡିବେ ଅଯୋଗ୍ୟ ହିତାଧିକାରୀ, ପ୍ରକ୍ରିୟା ଆରଂଭ ହୋଇଥିବା କହିଲେ କୃଷି ସଚିବ ସୌରଭ ଗର୍ଗ
# ହୀରାକୁଦ ଜଳଭଣ୍ଡାରରେ ବନ୍ୟାଜଳ ପରିଚାଳନା ନେଇ ଆଜି ଅନୁଷ୍ଠିତ ହେଉଛି ଗୁରୁତ୍ୱପୂର୍ଣ୍ଣ ବୈଠକ
# ଆସନ୍ତା ୩୬ ଘଣ୍ଟାରେ ଲଘୁଚାପଅବପାତର ରୂପ ନେବ – ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାର ୪ଟି ଜିଲ୍ଲାରେ ଅରେଞ୍ଜ ଓ୍ୱାର୍ଣ୍ଣିଂ
# କୋରାପୁଟ୍, କଳାହାଣ୍ଡି, ରାୟଗଡ଼ା ଓ ମାଲକାନଗିରିରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା
# ଉପକୂଳବର୍ତ୍ତୀ ଜିଲ୍ଲା ଗଞ୍ଜାମ, ଗଜପତି, ଯାଜପୁର, ଜଗତସିଂହପୁର ଓ ଭଦ୍ରକ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାର ଢେଙ୍କାନାଳ, ଅନୁଗୁଳ, ନବରଙ୍ଗପୁର ଓ ବଲାଙ୍ଗିରରେ ପ୍ରବଳ ବର୍ଷା ସମ୍ଭାବନା
# ସମୁଦ୍ର ଅଶାନ୍ତ ରହୁଥିବାରୁ ଦୁଇ ତିନି ଦିନ ଯାଏ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ଯିବା ମନା
# କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ଚକଡ଼ା-ବଗୁଆ ଗାଁ ଜୋରରୁ ମାଆ ଝିଅଙ୍କ ମୃତଦେହ ଉଦ୍ଧାର
# ସୁନ୍ଦରଗଡ଼ ଜିଲ୍ଲା ଗୁରୁଣ୍ଡିଆ ବ୍ଲକ ମଧୁପୁର ବସ୍ତିରେ ନିଆଁରେ ପୋଡ଼ି ହୋଇ ବୃଦ୍ଧଙ୍କ ମୃତ୍ୟୁ, ମୃତକ ହେଉଛନ୍ତି କେଦାର ସିଂ
# ରାଜ୍ୟ ପ୍ରାଶାସନିକ ଟ୍ରିବ୍ୟୁନାଲ୍ (ସ୍ୟାଟ)କୁ ଉଚ୍ଛେଦ କଲେ କେନ୍ଦ୍ର ସରକାର, ଜାରି ହେଲା ଗେଜେଟ ନୋଟିଫିକେସନ

ଜାତୀୟ
# ପ୍ରବଳ ବର୍ଷା ଯୋଗୁ ନୋଏଡ଼ା ରବୁପୁରାରେ ଦୁଇ ମହଲା କୋଠା ଭୁଶୁଡ଼ି ୨ ମୃତ, ୧୨ ଗୁରୁତର ଆହତ
# ଜାମ୍ମୁ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ନେଇ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ଦୃଢ ବିରୋଧ କରିଛନ୍ତି ଜାମ୍ମୁ କାଶ୍ମୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନ୍ୟାସନାଲ କନଫ୍ରେନ୍ସ ନେତା ସାଂସଦ ଫାରୁକ ଅବଦୁଲ୍ଲା, ସେ କହିଛନ୍ତି ଏହି ନିଷ୍ପତ୍ତି ସମ୍ପୂର୍ଣ୍ଣ ଅଗଣତାନ୍ତ୍ରିକ, ଆମେ କୋର୍ଟ ଯିବୁ
# ଜାମ୍ମୁ-କଶ୍ମୀର ପୁନର୍ଗଠନ ବିଲ୍ ଲୋକସଭାରେ ଆଗତ, ବିତର୍କ ଜାରି
# ଜାମ୍ମୁ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ଓ ରାଜ୍ୟକୁ ଦୁଇ କେନ୍ଦ୍ର ଶାସିତ ଅଞ୍ଚଳରେ ବିଭାଜିତ କରିବା ନେଇ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ କଡ଼ା ନିନ୍ଦା କରିଛନ୍ତି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ
# ଜାମ୍ମୁ କାଶ୍ମୀରରୁ ସମ୍ବିଧାନ ଧାରା ୩୭୦ ଉଚ୍ଛେଦ ନିଷ୍ପତ୍ତିକୁ ଉତ୍ତରପ୍ରଦେଶ ରାୟବରେଲି ସଦର କଂଗ୍ରେସ ବିଧାୟିକା ଅଦିତି ସିଂହଙ୍କ ସମର୍ଥନ
# ଜାମ୍ମୁ କାଶ୍ମୀରରୁ ସମ୍ବିଧାନ ଧାରା ୩୭୦ ଉଚ୍ଛେଦ ନିଷ୍ପତ୍ତି ପରେ ଆଇନ୍‍ ଶୃଙ୍ଖଳା ପରିସ୍ଥିତି ସମୀକ୍ଷା କଲେ ରାଜ୍ୟପାଳ ସତ୍ୟପାଲ ମଲ୍ଲିକ
# ଦୈନନ୍ଦିନ ଭିତ୍ତିରେ ସୁପ୍ରିମକୋର୍ଟରେ ଆରମ୍ଭ ହେଲା ଅଯୋଧ୍ୟା ରାମ ଜନ୍ମଭୂମି ବାବ୍ରି ମସ୍‍ଜିଦ୍‍ ଜମି ବିବାଦ ମାମଲାର ଶୁଣାଣି
# ଉତ୍ତରାଖଣ୍ଡ ତେହରି ଗରୱାଲ ଜିଲ୍ଲା ପ୍ରତାପନଗରରେ ଏକ ବସ ଦୁର୍ଘଟଣାରେ ୮ ସ୍କୁଲ ପିଲାଙ୍କ ମୃତ୍ୟୁ, ୧୦ ଆହତ
# ଦିଲ୍ଲୀ ଜାକିର୍ ନଗରରେ ଅଗ୍ନିକାଣ୍ଡ, ୬ ମୃତ, ୧୧ ଆହତ
# କେନ୍ଦ୍ର ସରକାରଙ୍କ ଧାରା ୩୭୦କୁ ଉଚ୍ଛେଦ ନେଇ ଉଭୟ ଲୋକସଭା ଓ ରାଜ୍ୟସଭାରେ କଂଗ୍ରେସର ବିରୋଧ
# ଧାରା ୩୭୦କୁ କେନ୍ଦ୍ର ସରକାର ଉଚ୍ଛେଦ କରିପାରିବେ ନାହିଁ ଏବଂ ଏହା ଦେଶର ଆଭ୍ୟନ୍ତରୀଣ ବ୍ୟାପାର ନୁହେଁ ବୋଲି କହିଛନ୍ତି କଂଗ୍ରେସ ସଂସଦୀୟ ଦଳ ନେତା ଅଧୀର ରଞ୍ଜନ ଚୌଧୁରୀ
# ଜମ୍ମୁ କଶ୍ମୀର ରାଜଧାନୀ ଶ୍ରୀନଗରରେ ସ୍ଥିତି ସମୀକ୍ଷା କରିଛନ୍ତି ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ୍
# ବର୍ତ୍ତମାନ ସୁଦ୍ଧା ଜାମ୍ମୁ ଓ କାଶ୍ମୀରର ସ୍ଥିତି ସ୍ୱାଭାବିକ – ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ
# ଅଯୋଧ୍ୟା ରାମ ଜନ୍ମଭୂମି-ବାବ୍ରି ମସଜିଦ ଜମି ବିବାଦ ମାମଲା ଶୁଣାଣିର ସିଧାପ୍ରସାରଣ ପାଇଁ ଆରଏସଏସର ପୂର୍ବତନ ନେତା ଏନ ଗୋବିନ୍ଦାଚାର୍ଯ୍ୟଙ୍କ ପକ୍ଷରୁ ହୋଇଥିବା ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ

- Advertisement -

ଅନ୍ତର୍ଜାତୀୟ
# ଜମ୍ମୁ-କଶ୍ମୀରରେ ଧାରା-୩୭୦ ଉଚ୍ଛେଦ ପ୍ରସଙ୍ଗକୁ ନେଇ ଉଭୟ ଭାରତ ଓ ପାକିସ୍ତାନରେ ଶାନ୍ତି ସ୍ଥାପନ ପାଇଁ ଜାତିସଂଘର ପରାମର୍ଶ
# ଭାରତ-ପାକିସ୍ତାନ ସମ୍ପର୍କକୁ ନେଇ ଉଭୟ ଦେଶରେ ଜାତିସଂଘ ପକ୍ଷରୁ ମିଲିଟାରୀ ଅବଜରଭେସନ ଗ୍ରୁପ୍ ନିୟୋଜିତ
# ଜମ୍ମୁ କଶ୍ମୀରରୁ ଧାରା ୩୭୦ର ଉଚ୍ଛେଦ ପ୍ରସଙ୍ଗରେ ଭାରତ ସରକାରଙ୍କ ପଦକ୍ଷେପ ଉପରେ ସତର୍କ ଦୃଷ୍ଟି ରଖିଛି ଆମେରିକା
# ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦକୁ ନେଇ ଲାଇନ୍‌ ଅଫ୍‌ କଣ୍ଟ୍ରୋଲରେ ଶାନ୍ତି ଏବଂ ସ୍ଥିରତା ବଜାୟ ରଖିବାକୁ କହିଛି ଆମେରିକା

Hot this week

ପ୍ରେମରେ ବିଫଳ ପ୍ରେମିକର ଉନ୍ମତକାଣ୍ଡ: ପ୍ରେମିକା ସହ ନିଜ ବେକ କାଟିଦେଲା

ଫୁଲବାଣୀ: ପ୍ରେମରେ ବିଫଳ ହେବାପରେ ପ୍ରେମିକ ଘଟାଇଛି ଉନ୍ମତ୍ତକାଣ୍ଡ। ଛୁରିରେ ପ୍ରେମିକା...

ନାବାଳିକା ଝିଅକୁ ମା’ର ବଳି ଉଦ୍ୟମ !

ଜୟପୁର: କୋରାପୁଟ ଜିଲା ଜୟପୁର ଜଳସେଚନ କଲୋନୀ ତଳି ଅଞ୍ଚଳରେ ନାବାଳିକା...

ଆଜି ବି ୬,୭୦୪ ଗାଁକୁ ରାସ୍ତା ନାହିଁ

ଭୁବନେଶ୍ବର: ଦେଶ ସ୍ବାଧୀନତାର ୭୭ବର୍ଷ ପରେ ବି ରାଜ୍ୟର ୬,୭୦୪ଟି ଗାଁକୁ...

ପଶ୍ଚିମ ଓଡ଼ିଶାରେ ପ୍ରଫେସର ସଙ୍କଟ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିକାଂଶ ବିଶ୍ବବିଦ୍ୟାଳୟରେ ପ୍ରଫେସର ପଦ ଖାଲି ପଡ଼ିଛି।...

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

Related Articles

Popular Categories