www.samajalive.in
Monday, December 8, 2025
14.1 C
Bhubaneswar

ଘର ଘର ବୁଲି ପଟ୍ଟା ବାଣ୍ଟିଲେ ତହସିଲଦାର

ହରଭଙ୍ଗା: ଗାଁ ଗାଁ ବୁଲି ହିତାଧିକାରୀଙ୍କୁ ପଟ୍ଟା ବଣ୍ଟନ କରିଛନ୍ତି ହରଭଙ୍ଗା ତହସିଲଦାର ଶମ୍ଭୁଭୁଷଣ ମିଶ୍ର । ଶୁକ୍ରବାର ଦିନ ଟାଣ ଖରାରେ ତହସିଲର ରାମଗଡ, ଭେଜିଗୁଡା, କୋଇଲିସୂତା, ତିଲେଶ୍ୱର, ଧଳପୁର ଭଳି ୫ ଟି ଗାଁର ୨୨ଜଣ  ହିତାଧିକାରୀମାନଙ୍କ ଘରେ ପହଞ୍ଚି ପଟ୍ଟା ବଣ୍ଟନ କରିଛନ୍ତି । ତହସିଲଦାରଙ୍କ ଏଭଳି ମହତ କାର୍ଯ୍ୟକୁ ଭୁରିଭୁରି ପ୍ରଂଶସା କରାଯାଇଛି । ପଟ୍ଟା ବଣ୍ଟନ ସମୟରେ ତାଙ୍କ ସହିତ ଅତିରିକ୍ତ ତହସିଲଦାର ହରିଓମ ଭୋଇ, ତହସିଲ ସୁପରଫାଇଜର ନିଶିକାନ୍ତ ମେହେର ପ୍ରମୁଖ ସାମିଲଥିଲେ ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories