Patra electronics

ଭକ୍ତଙ୍କ ପାଇଁ ଖୋଲିବ ଗୁଣ୍ଡିଚା ମନ୍ଦିର

ଭୁବନେଶ୍ବର: ଦର୍ଶନ ପାଇଁ ଭକ୍ତଙ୍କ ନିମନ୍ତେ ଗୁଣ୍ଡିଚା ମନ୍ଦିର ଖୋଲିବ ବୋଲି ପରିଚାଳନା କମିଟି ବୈଠକରେ ନିଷ୍ପତ୍ତି ନେଇ ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି। ସାଧାରଣ ଭକ୍ତମାନେ କିଭଳି ଶୃଙ୍ଖଳିତ ଦର୍ଶନ କରିପାରିବେ ସେଥିପାଇଁ ବ୍ୟବସ୍ଥା ହେବ। ଦର୍ଶନ ପାଇଁ ରତ୍ନ ସିଂହାସନ ପାଖରେ ବ୍ୟାରିକେଡ ଲଗାଯିବ। ରୋଷଘର ପାଖକୁ ଯେମିତି କେହି ଯାଇପାରିନପାରିବେ, ସେଥିପାଇଁ ବ୍ୟାରିକେଡ କରାଯିବ ବୋଲି ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି।

Comments are closed.