ବନ୍ଧୁକ କାରବାର ବେଳେ ଜଣେ ଗିରଫ

ଭୁବନେଶ୍ବର : ଚୋରା ବନ୍ଧୁକ କାରବାର ବେଳେ ଜଣେ ଗିରଫ ହୋଇଛି। ବନ୍ଧୁକ ବିକ୍ରି ପାଇଁ ଡିଲ କରୁଥିବା ବେଳେ ପୁଲିସ ଜଣଙ୍କୁ ଗିରଫ କରିଛି। କମିଶନରେଟ୍‌ ପୁଲିସ ୩ଟି ବନ୍ଧୁକ ସମେତ ଗୁଳି ଜବତ କରିଛି।

 

Comments are closed.