BJD Bijuli 480×75 Mob

୯୨ କେଜି ଗଞ୍ଜେଇ ଜବତ, ୨ ଗିରଫ

BJD Bijuli 480×75 Mob
0

ମାଲକାନାଗିରି: ଅବକାରୀ ବିଭାଗ ପକ୍ଷରୁ ମାଲକାନାଗିରି ଜିଲାରେ ଚଢଉ କରାଯାଇ ୯୨ କେଜି ଗଞ୍ଜେଇ ଜବତ ହୋଇଛି। ବେଆଇନ ଗଞ୍ଜେଇ ଚାଲଣ ଅଭିଯୋଗରେ ୨ ଜଣଙ୍କୁ ଗିରଫ କରାଯିବା ସହ ଏଥିରେ ବ୍ୟବହୃତ ହୋଇଥିବା ଏକ କାର ଜବତ ହୋଇଛି। ଗିରଫ ଅଭିଯୁକ୍ତଙ୍କ ଘର ଚଣ୍ଡିଗଡରେ ବୋଲି ଜଣାପଡିଛି। ଗଞ୍ଜେଇ ଡାରାକୋଣ୍ଡାରୁ ଚଣ୍ଡିଗଡ ଚାଲଣ ହେଉଥିବା ଜଣାପଡିଛି।

Leave A Reply