www.samajalive.in
Monday, December 15, 2025
24.1 C
Bhubaneswar

ଶୁକ୍ରବାର ରାଶିଫଳ: ସବୁ ଦିଗରୁ ଖୁସି ଖବର ମିଳିବ, ଏହି ରାଶିର ଲୋକଙ୍କ ପାଇଁ ଶୁଭ

ମେଷ – ଜଣେ ଆଗ ଧାଡ଼ିର ବ୍ୟକ୍ତି ଭାବେ ଆଜି ଯାହା ଆପଣ ଅଙ୍ଗେ ନିଭାଇବେ; ତାହା ଆପଣଙ୍କର ଏକ ଅଭୁଲା ଅନୁଭୂତି ହେବ। ସେବା ଭାବନାରେ ଉନ୍ମୁଖ ହୋଇ ସାମାଜିକ ଆଦର ଲାଭ କରିବେ ।

ବୃଷ- ଆଶା କରି ନିରାଶା ହୋଇପାରନ୍ତି । ସୀମିତ ସ୍ନେହପୂର୍ଣ୍ଣ ହେବ। ଆତ୍ମବଳରେ ବଳୀୟାନ୍ ହେବେ । ଶତ୍ରୁକୁ ପଦାନତ କରି ଆଗକୁ ବଢ଼ିବେ।

- Advertisement -

ମିଥୁନ – ଆୟ ଆଶାନୁରୂପ ହେବ। ବ୍ୟବସାୟରେ ଲାଭବାନ୍ ହେବେ । ସେବା ଓ ଓ ପରୋପକା କାରକୁ ଜୀବନର ବ୍ରତଭାବେ ଗ୍ରହଣ  କରିପାରନ୍ତି । ଧର୍ମ କାର୍ଯ୍ୟରେ ଧନ ବ୍ୟୟ କରି ପ୍ରଶଂସାର ପାତ୍ର ହେବେ । ସୁସ୍ଥ ରହିବେ।

କର୍କଟ- ଜଣେ କୃଷି ବିଷାରଦ ଭାବେ କୃଷକଙ୍କୁ ସଚେତନ କରାଇବେ । ଉଦାର ସୁରାବ ଓ ଭବାର ଚରିତସମ୍ପନ୍ନ ହେବେ । ଜ୍ଞାନୀ ଓ ଶାସ୍ତ୍ରନ୍ଥ ହୋଇପାରନ୍ତି। ମଧୁର କଥାରେ ପରନ୍ତୁ ଆପଣାର କରିପାରନ୍ତି ।

ସିଂହ- ଈଶ୍ଵରୀୟ ବିଭୂତି ପ୍ରାପ୍ତ ହୋଇ ଧନ, ଜନ, ଗୋପ୍ ହୋଇପାରନ୍ତି। ପରର ଶୁଭ କାମନା ଭଳି ଏକ ମାନ ମାନବୋଚିତ କାର୍ଯ୍ୟ କରି ପ୍ରଜ୍ଞାର ଉନ୍ମେଷ ପାଇଁ ସ୍ୱର୍ଥନାରତ ହେବେ । ସର୍ବତ୍ର ବିଜୟୀ ହେବେ ।

କନ୍ୟା- ଘରେ ବିଜୁଳି ଚମକ ଭଳି ଲୁପ୍ତ ଭାଷା, ସାହିତ୍ୟର ନରୁଦ୍ଧାର ପାଇଁ ଲେଖନୀ ଚାଳନା କରିବେ । ମଧୁର ଭାଷୀ, ସହନଶୀଳ ଓ ଶାନ୍ତିପ୍ରିୟ ହେବେ । ଆପଣଙ୍କ ସାହିତ୍ୟକୃତି ଭାଗ୍ୟ ପରିବର୍ତ୍ତନ କରିପାରେ।

ତୁଳା- ଆନୁଷ୍ଠାନିକ କାମରେ ସାଙ୍ଗଠନିକ କାର୍ଯ୍ୟରେ ନେତୃତ୍ବ ନେଇ ପ୍ରଶଂସିତ ହେବେ । ସାମାଜିକ ସ୍ତରରେ ସମ୍ମାନ ଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ। ଜିଦ୍‌ଖୋର ମନୋଭାବ ତ୍ୟାଗ କରିବା ଉଚିତ।

ବିଛା – ସାଧାରଣ କଥା କେନ୍ଦ୍ରକରି ମନରେ ବିରକ୍ତି ଭାବ ସୃଷ୍ଟି ହୋଇପାରେ। ସଭା ସମିତିରେ ଆଲୋଚନା ଦ୍ଵାରା ସମସ୍ୟାର ସରଳ ସମାଧାନ ହୋଇପାରିବ। ପାରିବାରିକ ସମସ୍ୟାର ସରଳ ସମାଧାନ କରିପାରନ୍ତି।

ଧନୁ- ସାମାନ୍ୟ ଶାରୀରିକ ଅସୁସ୍ଥି ଅନୁଭବ କରିବା ସହ ପ୍ରିୟଜନଙ୍କ ସହ ସମ୍ପକ ହାନି ଯୋଗୁଁ ଚିନ୍ତିତ ହେବାକୁ ପଡ଼ିବ । ପରେ ଭୁଲ ବୁଝାମଣା ହେତୁ ସ୍ତ୍ରୀଙ୍କ ସହ ପାର୍ଥକ୍ୟ ଦେଖା ଦେଇପାରେ।

ମକର- ବନ୍ଧୁଙ୍କ ଆନ୍ତରିକତାର ପରାମର୍ଶକୁ ନିର୍ବିବାଦରେ ଗ୍ରହଣ କରିନେଲେ ବିଭିନ୍ନ ଦିଗରୁ ଉପକୃତ ହୋଇପାରିବେ । କର୍ମକ୍ଷେତ୍ରରେ ଉପରିସ୍ଥଙ୍କ ସାହାଯ୍ୟ ଲାଭ କରିପାରନ୍ତି । ସ୍ଥଗିତ କାମକୁ ଶେଷ କରିପାରନ୍ତି ।

କୁମ୍ଭ – ସରଳ ଭାବରେ କୌଣସି କଥାକୁ ଗ୍ରହଣ ନ କରି ପରୀକ୍ଷା କରି କାମରେ ଲଗାଇଲେ ଉପକୃତ ହୋଇପାରିବେ। ଅଫିସରେ ବାଦବିବାଦ କ୍ରମେ ଜଟିଳ ହେବ କିନ୍ତୁ ଆପଣ ଅବଶ୍ୟ ସଫଳତା ଲାଭ କରିପାରନ୍ତି ।

ମୀନ -ଆକସ୍ମିକ ବିପଦ ଆସିପାରେ। କୌଣସି ତରଜରିଆ ପଦକ୍ଷେପ ନେବା ଠିକ୍ ହେବ ନାହିଁ । ଅସମର୍ଥିତ ସୂତ୍ରରୁ ଶୁଣା କଥାକୁ ବିଶ୍ଵାସ କଲେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି । ପାରିବାରିକ ଅଶାନ୍ତି ଦୂର ହେବ।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories