Patra electronics

ପାକ୍ ସୁରକ୍ଷା ବାହିନୀ ଆକ୍ରମଣରେ ୪ ଆତଙ୍କବାଦୀ ମୃତ

ଡେସ୍କ: ପାକିସ୍ତାନର ଖାଇବର ପଖତୁନଖୱା ପ୍ରଦେଶରେ ଏକ ସାମରିକ ମୁଖ୍ୟାଳୟ ଉପରେ ସୁରକ୍ଷା ବାହିନୀ ଆକ୍ରମଣକୁ ପ୍ରତିହତ କରିବାରୁ ୪ ଜଣ ଆତ୍ମଘାତୀ ଆତଙ୍କବାଦୀ ନିହତ ହୋଇଛନ୍ତି। ଶନିବାର ସେନା ପକ୍ଷରୁ ଜାରି ବିବୃତି ଅନୁଯାୟୀ, ମହମ୍ମଦ ଜିଲ୍ଲାରେ ୪ ଜଣ ଆତଙ୍କବାଦୀ ପାରାମିଲିଟାରି ଫ୍ରଣ୍ଟିୟର କର୍ପସ ମୁଖ୍ୟାଳୟ ଉପରେ ଆକ୍ରମଣ କରିଥିଲେ।

Comments are closed.