www.samajalive.in
Saturday, December 6, 2025
26.1 C
Bhubaneswar

ମଧୁମେହ ​‌ରୋଗୀଙ୍କ ନିମନ୍ତେ ଖାଦ୍ୟ

ମଧୁମେହ ରୋଗରୁ ରକ୍ଷା ପାଇବା ନିମନ୍ତେ ନିଜ ଖାଦ୍ୟତାଲିକାରେ ପରିବର୍ତ୍ତନ କଲେ ସୁଫଳ ମିଳେ ବୋଲି ନିକଟରେ ଅଷ୍ଟ୍ରେଲିଆର ଏକ ଗବେଷକଦଳ ତଥ୍ୟ ଉପସ୍ଥାପନ କରିଛନ୍ତି। ବିଭିନ୍ନ ବର୍ଗର ଓ ବୟସର ଲୋକଙ୍କ ଉପରେ ସେମାନେ ଏହି ପରୀକ୍ଷା କରି ସଫଳ ହୋଇଛନ୍ତି।
• ଅଲିଭ ତେଲ ରାନ୍ଧିବା ପାଇଁ ବ୍ୟବହାର କଲେ ଏହା ସ୍ୱାସ୍ଥ୍ୟ ପାଇଁ ଭଲ ହେବା ସହ ମଧୁମେହର ଆକ୍ରାନ୍ତ ହେବାରୁ ରକ୍ଷା କରିଥାଏ। ହୃଦ୍‍ରୋଗୀଙ୍କ ପାଇଁ ମଧ୍ୟ ଏହି ତେଲ ଉତ୍ତମ।
• ଶୁଦ୍ଧ ହଳଦି ଗୁଣ୍ଡକୁ ତରକାରି ଓ ଅନ୍ୟାନ୍ୟ ଭଜାଭଜିରେ ବ୍ୟବହାର କରିବା ଆବଶ୍ୟକ। ହଳଦି ରକ୍ତରେ ଶର୍କରାକୁ ନିୟନ୍ତ୍ରଣ କରିଥାଏ।
• ଗବେଷକଙ୍କ ମତରେ, ଦୈନିକ ୧ ଗ୍ରାମ୍‍ ଡାଲଚିନି ଖାଇଲେ ରକ୍ତରେ ଟ୍ରାଇଗ୍ଲିସରାଏଡ, ଏଲଡିଏଲ କୋଲେଷ୍ଟରଲ ହ୍ରାସ ପାଇବା ଦ୍ୱାରା ମଧୁମେହର ଆଶଙ୍କା ମଧ୍ୟ କମିଥାଏ।
• ଓଟମିଲ ନିୟମିତ ଖାଇବା ସମସ୍ତ ବ୍ୟକ୍ତିଙ୍କ ପାଇଁ ଭଲ। ଏହା ରକ୍ତରେ ଶର୍କରାକୁ ନିୟନ୍ତ୍ରଣ କରିଥାଏ।
• ବ୍ରୋକୋଲିକୁ ସିଝାଇ ନଚେତ୍‍ ସୁପ୍‍ରେ ଅଥବା ଭାଜି କରି ଖାଇଲେ ଏଥିରେ ସଲଫରୋନ୍‍ ନାମକ ଉପାଦାନ ରକ୍ତରେ ଶର୍କରାକୁ ନିୟନ୍ତ୍ରିତ କରେ।
• ଭୋଜନ କରିବା ପୂର୍ବରୁ ଇସବଗୁଲ ପାଣି ପିଇଲେ ମଧ୍ୟ ମଧୁମେହ ବିରୋଧୀ ଭାବେ କାର୍ଯ୍ୟ କରେ।
• ମାଛରେ ଥିବା ଓମେଗା ଥ୍ରୀ ଫ୍ୟାଟି ଏସିଡ୍‍ ଶରୀରର ଓଜନକୁ କମ୍‍ କରିବା ସହ ମଧୁମେହ ବିରୋଧରେ ମଧ୍ୟ କାମ କରେ।
• ଡାର୍କ ଚକୋଲେଟ୍‍, ପାଳଙ୍ଗ ଶାଗକୁ ନିୟମିତ ଖାଇବା ଦ୍ୱାରା ମଧ୍ୟ ଲାଭ ମିଳେ।

Hot this week

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

Related Articles

Popular Categories