ପାର୍କିଂକୁ ନେଇ ଝଗଡା: ଅଟୋ ଚାଳକଙ୍କ ତଣ୍ଟି କାଟିଲେ ୨ ଯୁବକ

କଟକ- ପାର୍କିଂକୁ ନେଇ ଝଗଡା ହେବାରୁ ଅଟୋ ଚାଳକଙ୍କ ତଣ୍ଟି କାଟିଲେ ୨ ଯୁବକ ।  ଲିଙ୍କ୍ ରୋଡରେ ୨ ମଦ୍ୟପ ଯୁବକଙ୍କ ସହ ଜଣେ ଅଟୋ ଚାଳକଙ୍କ ଝଗଡା ଆରମ୍ଭ ହୋଇଗଲା । ଶେଷରେ ଝଗଡା ଉତ୍ୟକ୍ତ ରୂପେ ନେଲା ଏବଂ ୨ ଯୁବକ ଏକ ଧାରୁଆ ଅସ୍ତ୍ରରେ ଅଟୋ ଚାଳକଙ୍କ ତଣ୍ଟି କାଟିଦେଲେ । ଗୁରୁତର ଅଟୋ ଚାଳକଙ୍କୁ ସିଟି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପୁଲିସ ଘଟଣା ନେଇ ପଚରାଉଚରା କରୁଛି ।

Comments are closed.