www.samajalive.in
Sunday, December 7, 2025
23.1 C
Bhubaneswar

ପାନମଧୁରୀ ଖାଇବାର ଆଶ୍ଚର୍ଯ୍ୟଜନକ ଲାଭ

ଆପଣ ନିଶ୍ଚିତ ଭାବରେ ରେସ୍ତୋରାଁରେ କିମ୍ବା ହୋଟେଲ ମାନଙ୍କରେ ଖାଇଥିବେ। ଏହାସହ ଅନେକ ସ୍ଥାନରେ ଖାଦ୍ୟ ଖାଇବା ପରେ ଏକ ଚାମଚ ପାନମଧୁରୀ ମାଉଥ୍‍ ଫ୍ରେନ୍ସର ଭାବରେ ଦିଆଯାଇଥାଏ। ବାସ୍ତବରେ, ପାନମଧୁରୀ ଖାଇବା ଦ୍ୱାରା ଖାଦ୍ୟ କେବଳ ଶୀଘ୍ର ହଜମ କରିଥାଏ ତାହା ନୁହେଁ ବରଂ ଏହା ଆପଣଙ୍କ ହଜମ ପ୍ରକ୍ରିୟାକୁ ମଧ୍ୟ ସୁସ୍ଥ ରଖିଥାଏ। ପାନମଧୁରୀରେ ପୋଟାସିୟମ୍ ଏବଂ ସୋଡିୟମ୍ ପ୍ରଚୁର ପରିମାଣରେ ରହିଥାଏ। ପୋଟାସିୟମ ରକ୍ତରେ ସୋଡିୟମର ପରିମାଣକୁ ନିୟନ୍ତ୍ରଣ କରିଥାଏ ଏବଂ ଏହାର ପାର୍ଶ୍ୱ ପ୍ରତିକ୍ରିୟାକୁ ରୋକିଥାଏ । ଏହା ବ୍ୟତୀତ ପାନମଧୁରୀ ରେ ନାଇଟ୍ରେଟ୍ ମଧ୍ୟ ଥାଏ, ଯାହା ରକ୍ତଚାପକୁ ହ୍ରାସ କରିଥାଏ । ପାନମଧୁରୀ ଖାଇବାର ଅନେକ ଉପକାର ଅଛି ।
ହଜମ ଏବଂ ଆଖି ପାଇଁ ଲାଭଦାୟକ
ଖାଇବା ପରେ ନିୟମିତ ୩୦ ମିନିଟ ପରେ ପାନମଧୁରୀ ଖାଇବା ଦ୍ୱାରା କୋଲେଷ୍ଟ୍ରଲ ନିୟନ୍ତ୍ରଣରେ ରହିଥାଏ । ଖାଦ୍ୟ ଖାଇବା ପରେ ପାନମଧୁରୀ ଖାଇବା ଦ୍ୱାରା ଯକୃତ ସୁସ୍ଥ ରହିଥାଏ ଓ ଦୃଷ୍ଟି ଶକ୍ତି ବୃଦ୍ଧି ପାଇଥାଏ।
କାଶ ସମସ୍ୟା ପାଇଁ ଏହି ଉପାୟ
କଫ ବ୍ୟତୀତ, ଗଳା ଯନ୍ତ୍ରଣା ଜନିତ ସମସ୍ୟାର ମୁକାବିଲା ପାଇଁ ପାନମଧୁରୀ ବହୁତ ପ୍ରଭାବଶାଳୀ । ଆପଣଙ୍କୁ ଏକ କପ୍ ପାଣିରେ ପାନମଧୁରୀ ପକାଇ ଏହାକୁ ଫୁଟାନ୍ତୁ। ଏହି ପାଣିକୁ ପିଅନ୍ତୁ। ଏହାଦ୍ୱାରା ଏସିଡିଟି ଓ କଫ ସମସ୍ୟା ଦୂର ହୋଇଥାଏ।

Hot this week

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

Related Articles

Popular Categories