www.samajalive.in
Sunday, December 7, 2025
26.1 C
Bhubaneswar

ତ୍ୱଚା ପାଇଁ କାକୁଡି ଓ ଆଳୁର କରାମତି

ପାଗରେ ପରିବର୍ତ୍ତନ ସହ ତ୍ୱଚାରେ ମଧ୍ୟ ଏହାର ପ୍ରଭାବ ଦେଖାଯାଇଥାଏ। ବିଭିନ୍ନ କାରଣରୁ ତ୍ୱଚାରେ ଶୁଷ୍କପଣ, ବିଭିନ୍ନ ଦାଗ,କଳାପଣ ସମସ୍ୟା ଦେଖାଦେଇଥାଏ। ଏହି ସମସ୍ତ ସମସ୍ୟାରୁ ରକ୍ଷା ପାଇବା ପାଇଁ କାକୁଡିର ବ୍ୟବହାର ଖୁବ୍‌‌ ଉପକାରୀ। ଜାଣନ୍ତୁ..
ପ୍ରଥମେ କାକୁଡିର ଚୋପା ଛଡାଇ ଏହାକୁ କୋରି ଦିଅନ୍ତୁ। ଏବେ ଏଥିରୁ ଭଲ ଭାବେ ରସ ବାହାର କରନ୍ତୁ। ଏବେ ଏଥିରେ ଘିକୁଆଁରୀ ରସ ମିଶାନ୍ତୁ। ରାତିରେ ଶୋଇବା ପୂର୍ବରୁ ଏହାକୁ ମୁହଁରେ ଲଗାନ୍ତୁ।
କାକୁଡିକୁ କୋରି ଏହାର ରସରେ ଅଳ୍ପ ଦହି ମିଶାନ୍ତୁ। ଏହାକୁ ମୁହଁରେ ଲଗାଇ କିଛି ସମୟ ରଖି ଧୋଇ ଦିଅନ୍ତୁ। ବେକରେ ମଧ୍ୟ ଲଗାଇପାରିବେ।
କାକୁଡି ଓ ଆଳୁକୁ ଭଲ ଭାବେ କୋରି ଦିଅନ୍ତୁ। ଏହାର ରସକୁ ମିଶାଇ ମୁହଁରେ ଲଗାନ୍ତୁ। ୨୦ ମିନିଟ୍‌‌ ମୁହଁରେ ଲଗାଇ ରଖି ଏହାକୁ ଧୋଇ ଦିଅନ୍ତୁ। ତ୍ୱଚା ଜନିତ ଅନେକ ସମସ୍ୟାକୁ ଏହା ଦୂର କରିଥାଏ।

 

Hot this week

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

Related Articles

Popular Categories