www.samajalive.in
Monday, December 15, 2025
26.1 C
Bhubaneswar

ଏ କି ଦୃଶ୍ୟ! ଭିଡିଓରେ ଦେଖନ୍ତୁ, ଛେପ ପକାଇ ହୋଟେଲରେ ରୁଟି ସେକୁଛନ୍ତି ଯୁବକ..

ଲକ୍ଷ୍ନୌ: ଉତ୍ତରପ୍ରଦେଶର ବାଗପତରେ ଜଣେ ଦୋକାନୀ ଖାଦ୍ୟ ତିଆରି କରିବା ସମୟରେ ଏପରି କିଛି କରିଛନ୍ତି, ଯାହାକୁ ଦେଖି ଆପଣଙ୍କ ମୁଣ୍ଡ ମଧ୍ୟ ବୁଲାଇ ଦେବ। ନରେଶ ଚିକେନ କରନର୍‌ ହୋଟେଲରେ ଦୋକାନୀ ଜଣକ ଛେପ ଲଗାଇ ରୁଟି ପ୍ରସ୍ତୁତ କରୁଥିବା ଏକ ଭିଡିଓ ଭାଇରାଲ ହେବା ପରେ ଲୋକଙ୍କ ହୋସ୍‌ ଉଡି ଯାଇଛି।

‘ସୁଭଦ୍ରା’ଯୋଜନା ; ଏହି ଦିନ ମିଳିବ ୨ୟ କିସ୍ତି, ୯୨ ଲକ୍ଷ କରିସାରିଲେଣି ଆବେଦନ- ଉପମୁଖ୍ୟମନ୍ତ୍ରୀ

- Advertisement -

ଦୀର୍ଘ ୧୮ ବର୍ଷ ପରେ ଏହି ଯୋଗ : ଜାଣନ୍ତୁ ୧୨ ରାଶି ଉପରେ ପ୍ରଭାବ, ମିଳିବ ଧନ, ଚମକିବ ଭାଗ୍ୟ..

ଭିଡିଓରେ ଦେଖିପାରିବେ, ରୁଟି ପ୍ରସ୍ତୁତ କରୁଥିବା ଜଣେ ଯୁବକ ରୁଟିକୁ ସେକିବା ପୂର୍ବରୁ ସେଥିରେ ଛେପ ପକାଉଥିବା ନଜର ଆସୁଛନ୍ତି। ହୋଟେଲରେ ଖାଦ୍ୟ ଖାଉଥିବା ଜଣେ ଯୁବକ ଏହାର ଭିଡିଓ ଶେୟାର କରିଛନ୍ତି । ଯାହା ଏବେ ଖୁବ୍‌ ଭାଇରାଲ ହେବା ସହ ସୋସିଆଲ ମିଡିଆରେ ସଭିଁଙ୍କ ଧ୍ୟାନକୁ ଆକର୍ଷିତ କରୁଛି। ଭିଡିଓରେ ଦେଖିପାରିବେ ଯୁବକ ପ୍ରଥମେ ରୁଟିରେ ଛେପ ପକାଇ ଏହାପରେ ଏହାକୁ ସେକୁଛନ୍ତି। ୧ ମିନିଟ୍‌ର ଏହି ଭିଡିଓରେ ଯୁବକ ଜଣକ ରୁଟିରେ ୩ ଥର ଛେପ ପକାଉଥିବା ଦେଖିପାରିବେ। ଭାଇରାଲ ଭିଡିଓ ଆଧାରରେ ପୁଲିସ ଘଟଣାର ତଦନ୍ତ କରୁଛି।

ଦେଖନ୍ତୁ ଭିଡିଓ ; ଗ୍ୟାରେଜରେ ଲୁଚି ଥିଲା ଜଙ୍ଗଲୀ ଭାଲୁ, ଏମିତି ଜୀବନ ବଞ୍ଚାଇଲେ ବ୍ୟକ୍ତି..

ହ୍ୱାଟ୍ସଆପ୍‌ ଆଣୁଛି ଜବରଦସ୍ତ ଫିଚର୍‌; ଆପେ ଆପେ ବ୍ଲକ୍‌ ହୋଇଯିବ ଅଜଣା କଲ୍‌ ଓ ମେସେଜ୍‌..

Hot this week

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

Related Articles

Popular Categories