ଦେଖନ୍ତୁ ଭିଡିଓ ; ଗ୍ୟାରେଜରେ ଲୁଚି ଥିଲା ଜଙ୍ଗଲୀ ଭାଲୁ, ଏମିତି ଜୀବନ ବଞ୍ଚାଇଲେ ବ୍ୟକ୍ତି..

ନୂଆଦିଲ୍ଲୀ : ଚିନ୍ତା କରନ୍ତୁ ଘରୁ ବାହାରକୁ ଯିବା ପାଇଁ ଆପଣଙ୍କ କାର୍‌କୁ ଗ୍ୟାରେଜରୁ ବାହାର କରିବାକୁ ଯାଉଥିବେ, ମାତ୍ର ସେଠାରେ ଆପଣଙ୍କ ସାମ୍ନାସାମ୍ନି ଏମିତି ଏକ ଜଙ୍ଗଲୀ ଜନ୍ତୁ ସହ ହେବ ଯାହା ସ୍ୱପ୍ନରେ ମଧ୍ୟ ଚିନ୍ତା କରି ନଥିବେ । ଜଙ୍ଗଲୀ ହିଂସ୍ର ଜନ୍ତୁଙ୍କୁ ଦେଖି ଭୟଭୀତ ହେବା ସାଧାରଣ କଥା । ନିକଟରେ ସୋସିଆଲ ମିଡିଆରେ ଏଭଳି ହିଁ ଏକ ଭିଡିଓ ଭାଇରାଲ ହେଉଛି । ଏହି ଭିଡିଓକୁ ଦେଖି କିଛି କ୍ଷଣ … Continue reading ଦେଖନ୍ତୁ ଭିଡିଓ ; ଗ୍ୟାରେଜରେ ଲୁଚି ଥିଲା ଜଙ୍ଗଲୀ ଭାଲୁ, ଏମିତି ଜୀବନ ବଞ୍ଚାଇଲେ ବ୍ୟକ୍ତି..