www.samajalive.in
Monday, December 15, 2025
16.1 C
Bhubaneswar

ଦେଖନ୍ତୁ ଭିଡିଓ ; ଗ୍ୟାରେଜରେ ଲୁଚି ଥିଲା ଜଙ୍ଗଲୀ ଭାଲୁ, ଏମିତି ଜୀବନ ବଞ୍ଚାଇଲେ ବ୍ୟକ୍ତି..

ନୂଆଦିଲ୍ଲୀ : ଚିନ୍ତା କରନ୍ତୁ ଘରୁ ବାହାରକୁ ଯିବା ପାଇଁ ଆପଣଙ୍କ କାର୍‌କୁ ଗ୍ୟାରେଜରୁ ବାହାର କରିବାକୁ ଯାଉଥିବେ, ମାତ୍ର ସେଠାରେ ଆପଣଙ୍କ ସାମ୍ନାସାମ୍ନି ଏମିତି ଏକ ଜଙ୍ଗଲୀ ଜନ୍ତୁ ସହ ହେବ ଯାହା ସ୍ୱପ୍ନରେ ମଧ୍ୟ ଚିନ୍ତା କରି ନଥିବେ । ଜଙ୍ଗଲୀ ହିଂସ୍ର ଜନ୍ତୁଙ୍କୁ ଦେଖି ଭୟଭୀତ ହେବା ସାଧାରଣ କଥା । ନିକଟରେ ସୋସିଆଲ ମିଡିଆରେ ଏଭଳି ହିଁ ଏକ ଭିଡିଓ ଭାଇରାଲ ହେଉଛି । ଏହି ଭିଡିଓକୁ ଦେଖି କିଛି କ୍ଷଣ ପାଇଁ ଆପଣଙ୍କ ନିଶ୍ୱାସ ଅଟକି ଯିବା ଭଳି ଲାଗିବ।

ହ୍ୱାଟ୍ସଆପ୍‌ ଆଣୁଛି ଜବରଦସ୍ତ ଫିଚର୍‌; ଆପେ ଆପେ ବ୍ଲକ୍‌ ହୋଇଯିବ ଅଜଣା କଲ୍‌ ଓ ମେସେଜ୍‌..

- Advertisement -


ଭିଡିଓରେ ଦେଖିପାରିବେ, ଜଣେ ବ୍ୟକ୍ତି ନିଜ ଗ୍ୟାରେଜକୁ କାର୍‌ ନିକଟକୁ ଯିବା ପରେ ସେଠାରେ ତାଙ୍କ ସାମ୍ନାସାମ୍ନି ଜଙ୍ଗଲୀ ଭାଲୁ ସହ ହୋଇଛି। ଏହି ଦୃଶ୍ୟ ଖୁବ୍‌ ଭୟଭୀତ ମଧ୍ୟ କରିବ।
ଏହି ଘଟଣା ଆମେରିକାର ଏକ ଛୋଟ ସହରର। ବ୍ୟକ୍ତି ଜଣକ ଗ୍ୟାରେଜକୁ କାର୍‌ ନିକଟକୁ ଯିବା ମାତ୍ରେ ଏକ ବିଶାଳ ଜଙ୍ଗଲୀ ଭାଲୁ ତାଙ୍କ ନିକଟକୁ ପଳାଇ ଆସିଥିଲା । ଭାଲୁ କବଳରୁ ରକ୍ଷା ପାଇବା ପାଇଁ ବ୍ୟକ୍ତି ଜଣକ କାରର ଆର ପାଖକୁ ଯାଇ ନିଜ ଜୀବନ ରକ୍ଷା କରିବାକୁ ଚେଷ୍ଟା କରିଥିଲେ । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ୍‌ ହେଉଛି।
ଭିଡିଓକୁ ଏପର୍ଯ୍ୟନ୍ତ ୩୨.୮ ମିଲିୟନ ଲୋକେ ଦେଖି ସାରିଲେଣି । ୪୬ ସେକେଣ୍ଡର ଏହି ଭିଡିଓଟି ଏବେ ସୋସିଆଲ ମିଡିଆରେ ସଭିଁଙ୍କ ଧ୍ୟାନକୁ ଆକର୍ଷିତ କରୁଛି । ଭିଡିଓକୁ ଦେଖି ଲୋକେ ନିଜର ଭିନ୍ନ ଭିନ୍ନ ମତ ଦେଇଛନ୍ତି।

ଦୀର୍ଘ ୧୮ ବର୍ଷ ପରେ ଏହି ଯୋଗ : ଜାଣନ୍ତୁ ୧୨ ରାଶି ଉପରେ ପ୍ରଭାବ, ମିଳିବ ଧନ, ଚମକିବ ଭାଗ୍ୟ..

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories