ଦୀର୍ଘ ୧୮ ବର୍ଷ ପରେ ଏହି ଯୋଗ : ଜାଣନ୍ତୁ ୧୨ ରାଶି ଉପରେ ପ୍ରଭାବ, ମିଳିବ ଧନ, ଚମକିବ ଭାଗ୍ୟ..

ଗ୍ରହଙ୍କ ରାଜକୁମାର ବୁଧ ଗ୍ରହ ୨୩ ସେପ୍ଟେମ୍ବରରେ ସିଂହ ରାଶିରୁ କନ୍ୟା ରାଶିରେ ପ୍ରବେଶ କରିଛନ୍ତି । ବୁଧ ରାଶି ପରିବର୍ତ୍ତନ କରିବା ପରେ ଅନେକ ପରିବର୍ତ୍ତନ ହେବ । ବୁଧ କନ୍ୟା ରାଶିରେ ପ୍ରବେଶ କରିବା ପରେ ତ୍ରିଗ୍ରହୀ ଯୋଗ ସୃଷ୍ଟି ହେବ । ଦୀର୍ଘ ୧୮ ବର୍ଷ ପରେ ବୁଧ ଓ କେତୁ ନିକଟତର ହେବେ । ଶାସ୍ତ୍ର ଅନୁସାରେ ବୁଧ ଗ୍ରହଙ୍କୁ ବାଣୀ, ବ୍ୟବସାୟ, ଅର୍ଥବ୍ୟବସ୍ଥାର କାରକ ବୋଲି କୁହାଯାଏ । ବୁଧ … Continue reading ଦୀର୍ଘ ୧୮ ବର୍ଷ ପରେ ଏହି ଯୋଗ : ଜାଣନ୍ତୁ ୧୨ ରାଶି ଉପରେ ପ୍ରଭାବ, ମିଳିବ ଧନ, ଚମକିବ ଭାଗ୍ୟ..