ହ୍ୱାଟ୍ସଆପ୍‌ ଆଣୁଛି ଜବରଦସ୍ତ ଫିଚର୍‌; ଆପେ ଆପେ ବ୍ଲକ୍‌ ହୋଇଯିବ ଅଜଣା କଲ୍‌ ଓ ମେସେଜ୍‌..

ନୂଆଦିଲ୍ଲୀ : ହ୍ୱାଟ୍ସଆପ୍‌ ଆଣୁଛି ଏକ ଜବରଦସ୍ତ ଫିଚର୍‌ । ନିକଟରେ ଏକ ନୂଆ ସୁରକ୍ଷିତ ଫିଚର୍‌ ଉପରେ ପରୀକ୍ଷଣ କରୁଛି ହ୍ୱାଟ୍ସଆପ୍‌ । ଏହି ଫିଚର୍‌ ଆଗାମୀ ଦିନରେ ଅଜଣା କଲ୍‌ ଓ ମେସେଜରୁ ଆପଣଙ୍କୁ ମୁକ୍ତି ଦେବ । ହ୍ୱାଟ୍ସଆପ୍‌ର ଏହି ନୂଆ ଫିଚର୍‌ ଆପେ ଆପେ ଅଜଣା କଲ୍‌ ଓ ମେସେଜକୁ ବ୍ଲକ୍‌ କରିଦେବ । ଏହା ଉପଭୋକ୍ତାଙ୍କ ଗୋପନୀୟତା ପାଇଁ ଏକ ମାଇଲଖୁଣ୍ଟ ଭାବେ ପ୍ରମାଣିତ ହୋଇପାରେ । ଗତ କିଛି … Continue reading ହ୍ୱାଟ୍ସଆପ୍‌ ଆଣୁଛି ଜବରଦସ୍ତ ଫିଚର୍‌; ଆପେ ଆପେ ବ୍ଲକ୍‌ ହୋଇଯିବ ଅଜଣା କଲ୍‌ ଓ ମେସେଜ୍‌..