‘ସୁଭଦ୍ରା’ଯୋଜନା ; ଏହି ଦିନ ମିଳିବ ୨ୟ କିସ୍ତି, ୯୨ ଲକ୍ଷ କରିସାରିଲେଣି ଆବେଦନ- ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ‘ସୁଭଦ୍ରା’ ଯୋଜନାରେ ୯୨ ଲକ୍ଷ ଆବେଦନ କରି ସାରିଲେଣି। ବୁଧବାର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଏହି ସୂଚନା ଦେଇଛନ୍ତି। ଆଉ ଏକ ସପ୍ତାହ ମଧ୍ୟରେ ଆବେଦନ ୧ କୋଟି ଛୁଇଁଯିବ। ଇ-କେୱାଇସି ପାଇଁ ଟିକେ ସମୟ ଲାଗୁଛି ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ। ୨୫ ଲକ୍ଷ ୧୧ ହଜାର ମହିଳାଙ୍କୁ ପ୍ରଥମ କିସ୍ତି ଦେଇ ସାରିଛୁ ।୧ କୋଟି ମହିଳାଙ୍କ ପାଖରେ ପହଞ୍ଚିବାକୁ ୪ ସ୍ଲାବ ରହିଛି । ୧ କୋଟି ମହିଳାଙ୍କୁ ସୁନିଶ୍ଚିତ ଟଙ୍କା … Continue reading ‘ସୁଭଦ୍ରା’ଯୋଜନା ; ଏହି ଦିନ ମିଳିବ ୨ୟ କିସ୍ତି, ୯୨ ଲକ୍ଷ କରିସାରିଲେଣି ଆବେଦନ- ଉପମୁଖ୍ୟମନ୍ତ୍ରୀ