ହାତୀ ଶରୀରରେ ଲାଗିଲା ରେଡିଓ କଲାର, ଗତିବିଧି ରଖାଯାଇପାରିବ ଉପ​‌ରେ ନଜର

ଭୁବନେଶ୍ବର: ପ୍ରଥମ କରି ରାଜ୍ୟରେ ହାତୀ ଶରୀରରେ ରେଡିଓ କଲାର ଲଗାଯାଇଛି। ଅନୁଗୁଳ ଛେଣ୍ଡି ପଦା ରେଞ୍ଜରେ ହାତୀ ଶରୀରରେ ଖଞ୍ଜାଯାଇଛି। ଏହାଦ୍ବାରା ହାତୀର ଗତିବିଧି ଉପ​‌େ​‌ର ନଜର ରଖାଯାଇପାରିବ। ଆଗାମୀ ଦିନରେ ସମସ୍ୟା ସୃଷ୍ଟିକାରୀ ହାତୀପଲଙ୍କ ପାଇଁ ଏହା ବ୍ୟବହାର ହେବ ବୋଲି ପିସିସିଏଫ ସୁଶାନ୍ତ ନନ୍ଦ ସୂଚନା ଦେଇଛନ୍ତି।

Comments are closed.