ବଣାଇ : ସୁନ୍ଦରଗଡ଼ ଜିଲାର ବଣାଇ ବନଖଣ୍ଡର ଜରଡ଼ା ରେଞ୍ଜରେ ଏକ ହାତୀର ମୃତ୍ୟୁ ହୋଇଛି। ହାତୀଟିର ବୟସ ପ୍ରାୟ ୪ ବର୍ଷ ହେବ ବୋଲି ଏସିଏଫ ଠାରୁ ଜଣାପଡ଼ିଛି। ସୂଚନା ଅନୁଯାୟୀ, ରାଇଗୁରି ଜଙ୍ଗଲରେ ଏକ ହାତୀ ପଲରୁ ବାହାରି ଯାଇ ହାତୀଟି ଏକୁଟିଆ ହୋଇ ବୁଲୁଥିଲା। ମାତ୍ର କିଛି ଦିନ ହେବ ସେ ଅସୁସ୍ଥ ହେବା ଦେଖି ବନବିଭାଗ ତା’ର ଚିକିତ୍ସା କରୁଥିଲା। ରବିବାର ହାତୀଟିର ମୃତ୍ୟୁ ହୋଇଛି। ମୃତ୍ୟୁର କାରଣ ଏଯାଏଁ ଅସ୍ପଷ୍ଟ ରହିଛି।
Popular Categories



