ବିଦ୍ୟୁତ ଖୁଣ୍ଟ ସଂସ୍ପର୍ଶରେ ଆସି ବାଳକ ମୃତ

0

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଭଞ୍ଜନଗର ସହର ମୁଖ୍ୟ ବଜାରରେ ମଙ୍ଗଳବାର ରାତି ଆଠଟାରେ ଏକ ଅଘଟଣା ଘଟିଛି । ସେଠାରେ ଥିବା ଏକ ବିଦ୍ୟୁତ ଖୁଣ୍ଟ ସଂସ୍ପର୍ଶରେ ଆସି ଜଣେ ୧୨ବର୍ଷ ବାଳକର ମୃତ୍ୟୁ ଘଟିଛି । ମୃତ ବାଳକ ଜଣକ କାଠଚିରା ଗ୍ରାମର ଟୁକୁନା ସ୍ଵାଇଁ ବୋଲି ଜଣାପଡିଛି । ଭଞ୍ଜନଗର ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ବ୍ୟବଚ୍ଛେଦ ପାଇଁ ନିକଟସ୍ଥ ମେଡିକାଲକୁ ପଠାଇଛି।

kalyan agarbati
Leave A Reply