www.samajalive.in
Sunday, December 14, 2025
17.1 C
Bhubaneswar

ଭଲ ନ ଲାଗିଲେ ସୋ ଦେଖନ୍ତୁନାହିଁ: ଏକତା କାପୁର

ମୁମ୍ବଇ: ନର୍ଦେଶିକା ଏକତା କାପୁର ନିଜର ପ୍ରଶଂସକ।ନଙ୍କୁ କଡା ସମାଲୋଚନା କରିଛନ୍ତି। ନିର୍ଦେଶିକା ଏକତା କାପୁରଙ୍କ ଧାରାବାହିକ ୟେ ହେ ମୋହବତେ କୁ ବନ୍ଦ କରିବା ପାଇଁ କିଛି ପ୍ରଶଂସକ ସାମାଜିକ ଗଣମାଧ୍ୟମରେ କହିଛନ୍ତି। ଏହାର ଜବାବରେ ଏକତା କହିଛନ୍ତି, ଆପଣଙ୍କୁ ଯଦି ଆପଣଙ୍କୁ ଧାରାବାହିକ ପସନ୍ଦ ନଆସୁଛି, ତେବେ ଆପଣ ଦେଖିବା ବନ୍ଦ କରିଦିଅନ୍ତୁ। ସାମାଜିକ ଗଣମାଧ୍ୟମ ଟୁଇଟରରେ କିଛିଜଣ ଏହାକୁ ବନ୍ଦ କରନ୍ତୁ ଲେଖି ଏକତା କାପୁରଙ୍କୁ ଟ୍ୟାଗ କରିଛନ୍ତ। ଟ୍ୱିଟ କରିବା ଆଗରୁ ଆପଣ ଧାରାବାହିକ ଦେଖିବା ବନ୍ଦ କରନ୍ତୁ ବୋଲି ଏକତା କହିଛନ୍ତି। ମୁଁ ଆପଣମାନଙ୍କ ମତକୁ ସମ୍ମାନ ଜଣାଉଛି ଏବଂ ଆମେ ସମସ୍ତ ଦିଗକୁ ନଜରରଖି କାମ କରୁଛୁ।ସବୁ ଧାରାବାହିକ ଦର୍ଶକଙ୍କ ପସନ୍ଦ ଅନୁସାରେ ଟେଲିଭିଜନରେ ଆସି ନ ଥାଏ ବୋଲି ସେ କହିଛନ୍ତି।

Hot this week

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

Related Articles

Popular Categories