www.samajalive.in
Monday, December 15, 2025
27.1 C
Bhubaneswar

କଲ୍ୟାଣ ସିଂହଙ୍କ ଆଦର୍ଶ, ମୂଲ୍ୟବୋଧ ଏବଂ କର୍ତବ୍ୟନିଷ୍ଠା ସର୍ବଦା ପ୍ରେରଣା ହୋଇ ରହିବ – କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ପ୍ରଭୁ ଶ୍ରୀରାମଙ୍କ ଭବ୍ୟ ମନ୍ଦିର ପାଇଁ କ୍ଷମତାକୁ ତ୍ୟାଗ କରିଥିବା ଉତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂହଙ୍କ ଆଦର୍ଶ, ତାଙ୍କର ଜୀବନ ମୂଲ୍ୟବୋଧ ଏବଂ କର୍ତବ୍ୟନିଷ୍ଠା ଆମ ସମସ୍ତ କାର୍ଯ୍ୟକର୍ତା ମାନଙ୍କ ପାଇଁ ସର୍ବଦା ପ୍ରେରଣାର ଉତ୍ସ ହୋଇ ରହିବ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ମଙ୍ଗଳବାର ଉତରପ୍ରଦେଶର ଅଲିଗଡ଼ ସ୍ଥିତ ବାସଭବନରେ ସ୍ୱର୍ଗତ କଲ୍ୟାଣ ସିଂହଙ୍କ ସ୍ମୃତିରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ଯୋଗଦେଇ ଶ୍ରୀ ପ୍ରଧାନ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଏହି ଅବସରରେ ସେ କହିଛନ୍ତି ଯେ ଦେଶର ରାଜନୈତିକ ଦୃଶ୍ୟପଟ୍ଟକୁ ଆଲୋକିତ କରୁଥିବା ‘ବାବୁ ଜୀ’ଙ୍କ ନିଧନ ଭାରତୀୟ ରାଜନୀତିରେ ଏକ ଯୁଗର ଅନ୍ତ ଘଟିଛି।

ସ୍ୱର୍ଗତ କଲ୍ୟାଣ ସିଂହ ଗରିବ, ଶୋଷିତ, ପଛୁଆ ଏବଂ ସାମାଜିକ ନ୍ୟାୟର ଆଦର୍ଶ ହେବା ବ୍ୟତିତ ବିଜେପି ସଂଗଠନ ପାଇଁ ଜଣେ ବିଶାଳ ବଟ୍ଟବୃକ୍ଷ ମଧ୍ୟ ଥିଲେ, ଯାହାଙ୍କ ଛାୟାରେ ଅସଂଖ୍ୟ କାର୍ଯ୍ୟକର୍ତା ଯୋଡ଼ି ହୋଇ ରହିଥିଲେ। ଜନସେବା ପାଇଁ ସମର୍ପିତ ‘ବାବୁ ଜୀ’ ନିଜର ରାଜନୈତିକ କୌଶଳ ଏବଂ ସଚ୍ଚୋଟ ଭାବରେ ସର୍ବଦା ସାମ୍ବିଧାନିକ ପଦର ଗାରିମା ବଢ଼ାଇଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି।

Hot this week

ଭୁବନେଶ୍ୱରରେ ହେବ ଭିଜା ସେଣ୍ଟର

ସମାଜ ଡିଜିଟାଲ ଡେସ୍କ: ଭୁବନେଶ୍ୱରରେ ହେବ ‘ଗ୍ଲୋବାଲ ଭିଜା ଆପ୍ଲିକେସନ ସେଣ୍ଟର’...

ଡିଜିପିଙ୍କ କ୍ୟାମ୍ପ ଅଫିସ ସମ୍ମୁଖରେ ବିଜେଡିର ଧାରଣା

ଭୁବନେଶ୍ବର: ପ୍ରଣବଙ୍କ ଘରେ ଭଙ୍ଗାରୁଜାକୁ ନେଇ ପ୍ରତିବାଦ ତୀବ୍ର ହେବାରେ ଲାଗିଛି।...

କେନ୍ଦ୍ରାପଡାରେ ଶୀତଳ ଭଣ୍ଡାର ଲୋକାର୍ପଣ

ସମାଜ ଡିଜିଟାଲ ଡେସ୍କ: କେନ୍ଦ୍ରାପଡା ଜମଧର ଠାରେ ନିର୍ମିତ ଶୀତଳଭଣ୍ଡାରକୁ ଲୋକାର୍ପଣ...

ମୋଦୀଙ୍କୁ କଂଗ୍ରେସର ଅପଶବ୍ଦ : କ୍ଷମା ଦାବି କଲେ ନଡ୍ଡା

ସମାଜ ଲାଇଭ ଡ଼େସ୍କ : ଗତକାଲି ଦିଲ୍ଲୀରେ ଏସାଇଆର ବିରୋଧରେ କଂଗ୍ରେସ...

ମାଲକାନଗିରିରେ ସ୍ଵାଭାବିକ ହେଲା ଇଣ୍ଟରନେଟ୍

ମାଲକାନଗିରି: ମାଲକାନଗିରିରେ ହିଂସାର ୮ ଦିନ ପରେ ସ୍ଵାଭାବିକ ହେଲା...

Related Articles

Popular Categories