୧୨ ବର୍ଷ ପର୍ଯ୍ୟନ୍ତ ପିଲାଙ୍କୁ ପିତାମାତାଙ୍କ ସହ ସିଟ୍ ଦେବାକୁ ନିର୍ଦ୍ଦେଶ
ଡେସ୍କ: ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (ଡ଼ିଜିସିଏ) ଏୟାରଲାଇନ୍ସଗୁଡିକୁ ସୁନିଶ୍ଚିତ କରିବାକୁ କହିଛି ଯେ ଯେଭଳି ୧୨ ବର୍ଷ ପର୍ଯ୍ୟନ୍ତ ପିଲାମାନଙ୍କୁ ସେମାନଙ୍କ ପିତାମାତା ଏବଂ ଅଭିଭାବକଙ୍କ ସହିତ ସିଟ୍ ଆବଣ୍ଟନ କରାଯାଉ। ଡିଜିସିଏର ସୂଚନା ଅନୁଯାୟୀ, ୧୨ ବର୍ଷରୁ କମ୍ ବୟସର ପିଲାମାନେ ସେମାନଙ୍କ ପିତାମାତା ଏବଂ ଅଭିଭାବକଙ୍କ ସହ ସିଟ୍ ପାଇନଥିବା ଭଳି ଅନେକ ଘଟଣା ସାମ୍ନାକୁ ଆସିଛି।
ଉଚ୍ଚଶିକ୍ଷା କ୍ଷେତ୍ରରେ ବିଶ୍ୱ ମାନ୍ୟତାରେ ଭାରତର ପ୍ରଦର୍ଶନ ଉତ୍ସାହଜନକ – ମୋଦୀ
Comments are closed.