ଉଚ୍ଚଶିକ୍ଷା କ୍ଷେତ୍ରରେ ବିଶ୍ୱ ମାନ୍ୟତାରେ ଭାରତର ପ୍ରଦର୍ଶନ ଉତ୍ସାହଜନକ – ମୋଦୀ

ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଚ୍ଚଶିକ୍ଷା କ୍ଷେତ୍ରରେ ସଦ୍ୟତମ କ୍ୱାକ୍କ୍ୱାରେଲି ସାଇମଣ୍ଡସ୍ (କ୍ୟୁଏସ୍) ବିଶ୍ୱ ମାନ୍ୟତାରେ ଭାରତର ପ୍ରଦର୍ଶନକୁ ଉତ୍ସାହଜନକ ବୋଲି କହିଛନ୍ତି। ଏକ ସୋସିଆଲ ମିଡିଆ ପୋଷ୍ଟରେ ଶ୍ରୀ ମୋଦୀ କହିଛନ୍ତି ଯେ ଭବିଷ୍ୟତରେ ଗୁଣାତ୍ମକ ଶିକ୍ଷା ଉପରେ ଗୁରୁତ୍ୱ ଦେବା ଦ୍ୱାରା ଭାରତର ଯୁବ ଶକ୍ତି ଉପକୃତ ହୋଇପାରିବ। ଗବେଷଣା, ଶିକ୍ଷଣ ଓ ଉଦ୍ଭାବନ ଉପରେ ସରକାର ବ୍ୟାପକ ଧ୍ୟାନ ଦେଉଛନ୍ତି ବୋଲି ସେ କହିଛନ୍ତି। ଆସିଆନ ଭାରତର ଆକ୍ଟ ଇଷ୍ଟ ନୀତିର କେନ୍ଦ୍ରରେ … Continue reading ଉଚ୍ଚଶିକ୍ଷା କ୍ଷେତ୍ରରେ ବିଶ୍ୱ ମାନ୍ୟତାରେ ଭାରତର ପ୍ରଦର୍ଶନ ଉତ୍ସାହଜନକ – ମୋଦୀ