ସାଇବର ଠକ ଲୁଟି ନେଲେ ୪୩ଲକ୍ଷ ଟଙ୍କା

କଟକ: ସାଇବର ଠକଙ୍କ ଜାଲରେ କଟକର ୨ ଯୁବ ଇଞ୍ଜିନିୟର। ଉଭୟଙ୍କଠାରୁ ୪୩ଲକ୍ଷ ଟଙ୍କା ଠକେଇ ଅଭିଯୋଗ ହୋଇଛି। କ୍ରିପ୍ଟୋ କରେନ୍ସି କିଣିବା ଅଭିଯୋଗରେ ସାଇବର ଠକ ଦୁହିଁଙ୍କୁ ଠକେଇ କରିଥିଲେ। କଟକ ସାଇବର ଥାନାରେ ୪୩ଲକ୍ଷ ଟଙ୍କାର ସାଇବର ଠକେଇ ହୋଇଥିବା ନେଇ ୨ ଯୁବ ଇଞ୍ଜିନିୟର ଏତଲା ଦାୟର କରିଛନ୍ତି। ଏହାପରେ କଟକ ସାଇବର ଥାନା ପୁଲିସ ପକ୍ଷରୁ ତଦନ୍ତ ଆରମ୍ଭ କରାଯାଇଛି।

Comments are closed.