କଟକ: ସିଡିଏ ସେକ୍ଟର ୧୦ସ୍ଥିତ ଦିବ୍ୟାଙ୍ଗ ସ୍କୁଲରେ ଆଜି ଏକ ଅଘଟଣ ଘଟିଛି। ଏହି ସ୍କୁଲର ଶ୍ରେଣୀଗୃହରୁ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରର ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ଏହା ହତ୍ୟା ନା ଆତ୍ମହତ୍ୟା ସ୍ପଷ୍ଟ ହୋଇନାହିଁ। ଖବର ପାଇ ଘଟଣାସ୍ଥଳରେ ପୁଲିସ ପହଞ୍ଚିଛି ଓ ତଦନ୍ତ ଜାରି ରଖିଥିବା ସୂଚନା ମିଳିଛି।
Popular Categories



